ପ୍ରମୋଦ କୁମାର ଦୁଦୁଲି upsରେ CDS ପାଇଛନ୍ତି...
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ଯଆଁରା ବାରିମୂଳ ଗ୍ରାମପଞ୍ଚାୟତର ଭିତର ବଂପୁ ଗ୍ରାମର କାହ୍ନୁଚରଣ ମୁଦୁଲିଙ୍କ ସୁପୁତ୍ର ପ୍ରମୋଦ କୁମାର ଦୁଦୁଲି upsରେ CDS ପାଇଛନ୍ତି ଓଡ଼ିଶାରୁ ଦୁଇଜଣ ପାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ହେଉଛନ୍ତି ପ୍ରମୋଦ ବାପା ଚାଷ କାର୍ଯ୍ୟକରୁଥିବା ବେଳେ ମା .ଜଣେ ଗୃହିଣୀ ହୋଇଥିବା ବେଳେ ପ୍ରମୋଦ ଦୀର୍ଘ ୩ ବର୍ଷର ସଂଘର୍ଷ କରି ଆଜି ପଞ୍ଚାୟତର ନାଁ ରଖିଛନ୍ତି ସେଥିପାଇଁ ପଞ୍ଚାୟତ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଛି. , ସେ ନିଜ ଗ୍ରାମ ସହିତ ପଞ୍ଚାୟତର ର୍ଗଵ ବୋଲି ପଞ୍ଚାୟତବାସୀ କହୁଛନ୍ତି
ଡେରାବିଶ ବ୍ଲକ ପ୍ରତିନିଧି ସ୍ୱୟଂପ୍ରଭା ମିଶ୍ରଙ୍କ ରିପୋର୍ଟ ବିଶେଷ ଖବର


admin 
