ବସ୍କୁ ୮ ଲକ୍ଷର ଫାଇନ୍
*-ବ୍ରହ୍ମପୁର: ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା*
*-ଛତ୍ରପୁର ଏନ୍ଏଚ୍ରେ ଯାଞ୍ଚ ବେଳେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜରିମାନା*
*-ଫିଟ୍ନେସ, ରୋଡ୍ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଫାଇନ୍*


admin 
