*ବାତ୍ୟା ନେଇ ଆକଳନ ହୋଇନି: IMD ଡିଜି*
*-ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ ହୋଇନି କହିଲେ IMD ଡିଜି*
*-‘କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ ହୋଇଛି’*
*-‘୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ’*
*-‘ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ବେଳକୁ ଉପକୂଳ ଛୁଇଁବ’*
*-‘ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ’*
*-‘ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବରୁ ବାତ୍ୟା ଆକଳନ କରିବା ଠିକ୍ ନୁହେଁ’*
*-‘ବହୁ ଆଗରୁ ଆକଳନ କଲେ ସଠିକ୍ ହୋଇ ନ ଥାଏ’*
*-‘ବାତ୍ୟା ଆକଳନରେ IMD ସାରା ବିଶ୍ବରେ ଅଦ୍ବିତୀୟ’*
*-‘ତେଣୁ କେହି କୌଣସି ସଂସ୍ଥାର ବାତ୍ୟା ଆକଳନରେ ଆତଙ୍କିତ ହୁଅନ୍ତୁନି’*


admin 
