*୩ ଓରାଙ୍ଗଉଟାନଙ୍କୁ ରକ୍ତହୀନତା*
*-ଓରାଙ୍ଗଉଟାନଙ୍କୁ ନେଇ ନନନ୍ଦନକାନନରୁ ଆସିଲା ବଡ଼ ଅପଡେଟ୍*
*-ଜଣକୁ ସିଭିୟର ଓ ଅନ୍ୟ ୨ ଜଣଙ୍କୁ ସାମାନ୍ୟ ରକ୍ତହୀନତା ଚିହ୍ନଟ*
*-ଇନ୍-ହାଉସ୍ ହେମାଟୋଲୋଜି ପରୀକ୍ଷାରୁ ଚିହ୍ନଟ ହେଲା ରକ୍ତହୀନତା*
*-ଟେକ୍ନିକାଲ କମିଟିର ପରାମର୍ଶ ଅନୁସାରେ ପ୍ରଭାବିତଙ୍କୁ ସପୋର୍ଟିଭ୍ ସପ୍ଲିମେଣ୍ଟେସନ୍ ଦିଆଯାଉଛି*
*-ବିଭିନ୍ନ ଲାବୋରେଟୋରୀ ପରୀକ୍ଷା ରିପୋର୍ଟ ଏବେ ଆସିବାକୁ ବାକି ରହିଛି*


admin 
