ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ରେ କୋଟ ଉଦଘାଟିତ I
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ରେ କୋଟ ଉଦଘାଟିତ I
ହୋଉଛି ଗତ ମଙ୍ଗଳ ବାର 19 /5/2026 ଜିଲ୍ଲା ଜଜ ଙ୍କ ଦ୍ଵାରା ଉଦଘାଟନ ହୋଇଛି, JMFC cum junior civil court ର ମାଜିଷ୍ଟ୍ରେଟ ଭାବେ ସ୍ୱମ୍ୟଶ୍ରୀଶୋଭ୍ୟକାନ୍ତି ପ୍ରଧାନ ଦାଇତ୍ୱ ଗ୍ରହଣ କରିଛନ୍ତି, ଏବଂ ଗତ 2/6/2026 ରେ ଓକିଲ ଙ୍କ ଦ୍ୱରା ମନୋନୀତ ହୋଉଛନ୍ତି ଓକିଲ ବାର ର ସଭାପତି ବରିଷ୍ଟ ଓକିଲ ଶ୍ରୀ ଗୋପାଳଦାସ ମହାପାତ୍ର, ସମ୍ପାଦକ ଶ୍ରୀ ବିଜୟ ମହାପାତ୍ର ଓକିଲ, ଏବଂ ଉପଦେଷ୍ଟା ଶ୍ରୀ କାଶୀନାଥ ମୁଦୁଲି, ଓ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି, ଖଇରା ରେ ଲୋକଙ୍କ ସୁଭିଧା କୁ ଆଖିଆଗରେ ରଖି ରାଜ୍ୟ ସରକାର ବିଚାରଵିଭାଗୀୟ ମାଜିଷ୍ଟ୍ରେଟ ନିଯୁକ୍ର କରିଛନ୍ତି, ବହୁ ଦିନର ଆଶା ସଫଳ ହୋଇଛି,


admin1 
