ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ରେ କୋଟ ଉଦଘାଟିତ ହୋଉଛି I
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ରେ କୋଟ ଉଦଘାଟିତ ହୋଉଛି I
Iଗତ ମଙ୍ଗଳ ବାର 19 /5/2026 ଜିଲ୍ଲା ଜଜ ଙ୍କ ଦ୍ଵାରା ଉଦଘାଟନ ହୋଇଛି, JMFC cum junior civil court ର ମାଜିଷ୍ଟ୍ରେଟ ଭାବେ ଶୁଭଶ୍ରୀସ୍ୱମ୍ୟକାନ୍ତି ପ୍ରଧାନ
ଦାଇତ୍ୱ ଗ୍ରହଣ କରିଛନ୍ତି, ଏବଂ ଗତ 2/6/2026 ରେ ଖଇରା ଓକିଲ ସଙ୍ଘ ସହମତି କ୍ରମେ ମନୋନୀତ କରାଯାଇଛି ଖଇରା ଓକିଲ ବାର ର ସଭାପତି ବରିଷ୍ଟ ଓକିଲ ଶ୍ରୀଯୁକ୍ତ ଗୋପାଳଦାସ ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଓକିଲ, ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ କାଶୀନାଥ ମୁଦୁଲି, ଓ ଅନ୍ୟାନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି, ଖଇରା ରେ ଲୋକଙ୍କ ସୁଭିଧା କୁ ଆଖିଆଗରେ ରଖି ରାଜ୍ୟ ସରକାର ବିଚାରଵିଭାଗୀୟ ମାଜିଷ୍ଟ୍ରେଟ ନିଯୁକ୍ର କରିଛନ୍ତି, ବହୁ ଦିନର ଆଶା ସଫଳ ହୋଇଛି,ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ ସରକାର ବ୍ଲକ ରେ ମାଜିଷ୍ଟ୍ରେଟ ଅବସ୍ଥାପିତ ହୋଇଛି, ଯଥାଶୀଘ୍ର ଲୋକଙ୍କୁ ନ୍ୟାୟ ମିଳିବ ବିଚାରବିଭାଗରୁ, ଏଥିପାଇଁ ବୁଦ୍ଧିଜୀଯିବି ମହଲରେ ଆନନ୍ଦ ଦେଖିବାକୁ ମିଳିଛି,


admin1 
