ବାଲେଶ୍ୱର ଜିଲ୍ଲା ରେ ଗଞ୍ଜେଇ ଜବଦ..

ବାଲେଶ୍ୱର ଜିଲ୍ଲା ରେ  ଗଞ୍ଜେଇ ଜବଦ..

ବାଲେଶ୍ୱର ଜିଲ୍ଲା ମୋବାଇଲ ସ୍ଵା ୱାର୍ଡ 75 kg. ଗଞ୍ଜେଇ ଜବଦ ହୋଇଛି, ଓ ବସ୍ତା ଅବକାରୀ ବିଭାଗ 51 kg ଗଞ୍ଜେଇ ଜବଦ କରିଛନ୍ତି ଏବଂ ଦୁଇଟି ମଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ ଏବଂନଗଦ ଚାରିଲକ୍ଷ୍ୟ ଟଙ୍କା ଜବଦ ହୋଉଛି, କେବିକେ ଜିଲ୍ଲାର ରୁ ଆସୁଛି ଗଞ୍ଜେଇ ବଡ଼ ମାଫିଆଙ୍କ ମେଳିରେ ଚାଲିଛି ଚୋରା ଚାଲାଣ ଗଞ୍ଜେଇ.