ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ର ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳିତ.

ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ର ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳିତ.

  ତା 09.11.26 ରିଖ, ପଟ୍ଟାମୁଣ୍ଡାଇ ନୟାଳୟ ପରିସରରେ ଜାତୀୟ ଲିଗାଲ ସର୍ଭିସେସ୍ ଡେ ର ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଅଛି. ଏହି ଦିବସର ସଭାରେ, ଜିଲ୍ଲା ଅତିରିକ୍ତ ଜଜ ତଥା ତାଳୁକ ଆଇନ ସେବା ସମିତି ପଟ୍ଟାମୁଣ୍ଡାଇ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ପୃଷ୍ଟି ଙ୍କ ପୌରହିତ ସଭା ରେ ସିନିୟର୍ ସିଭିଲ ଜଜ୍ ଅପୃବା ଚୌଧୁରୀ, ସିଭିଲ ଜଜ୍ ତଥା ଜେ ଏମ ଏଫ ସି ଜଜ ବିଦୂତ ଲତା ପ୍ରଧାନ, ଆଡିଶିନାଲ ସିଭିଲ ଜଜ୍ ତଥା ଜେ ଏମ ଏଫ୍ ସି ଡି. କେ. ବାଳକ୍ରୀଷ୍ଣନ, ସରକାରୀ ଓକିଲ ସୁରେଶ କୁମାର ନରେନ୍ଦ୍ର ଯୋଗ ଦେଇ, ଭାରତରେ ଏକତା, ଅଖଣ୍ଡତା ବଜାର ରଖିବା ସହିତ ସୁସ୍ଥ ସମାଜ ଗଠନ କରିବା ଓ ସୁନ୍ଦର ଭାରତ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ଆଜି ଦିଵସ ର ମହତ୍ତ୍ୱ 1995 ମସିହା ରୁ କିପରି କାର୍ଯ୍ୟ କାରୀ କରି ଆସୁଅଛି. ଶେଷରେ ଶ୍ରୀଯୁକ୍ତ ବିଦ୍ୟାଧର ପୃଷ୍ଟି ଦେଶର ଏକତା, ଅଖଣ୍ଡତା ବଜାଇ ରଖିବା ପାଇଁ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି କେଉଁ କେଉଁ କାର୍ଯ୍ୟ କରି ଆସିଅଛି ତାହା ଗୋଟି ଗୋଟି କରି ଆଲୋଚନା କରିଥିଲେ ଓ ନୟାଳୟ ର ସମସ୍ତ କେସ ଗୁଡ଼ିକୁ କିପରି ମେଡିଏସନ ମାଧ୍ୟମରେ ସମାଧାନ କରାଯାଇପାରିବ ତାହା ଆଲୋଚନା କରିଥିଲେ,

 ପଟ୍ଟାମୁଣ୍ଡାଇ କୋର୍ଟ ର ବରିଷ୍ଠ ଓକିଲ ହୃଦାନନ୍ଦ ମହାନ୍ତି ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଏନ୍ ସି ସି ସି ଛାତ୍ର ଛାତ୍ରୀ ମାନଙ୍କ ସହ ମିଡିଆ ବନ୍ଧୁ ଉପସ୍ଥିତି ଥିଲେ ,ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ରିଟନର ମନୋଜ କୁମାର ନାୟକ ଧନ୍ୟବାଦ ଦେଇ ଥିଲେ. , ଅପର୍ଣ୍ଣା ସାମଲ ସମେତ ତାଲୁକ ଆଇନ ସେବା ସମିତି ର ସଭ୍ୟ ସଭ୍ୟା ପ୍ରଭୁତି ପରିଚାଳନା କରିଥିଲେ.