*ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼*
*-ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼*
*-ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦର ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼*
*-ଗୁଳିମାଡ଼ ସହ ଜାହାଜକୁ ନିଜ କବ୍ଜାକୁ ନେଲା IRGC*
*-ମୋଟ୍ ୩ଟି ମାଲବାହୀ ଜାହାଜ ଉପରେ ଗୁଳିମାଡ଼ କରିଛି ଇରାନ୍*


admin 
