ବୌଦ୍ଧ ରେ ପାଳିତ ହେଲା ବରିଷ୍ଠ ନାଗରିକ ଦିବସ.. 

ବୌଦ୍ଧ ରେ ପାଳିତ ହେଲା ବରିଷ୍ଠ ନାଗରିକ ଦିବସ.. 

ବୌଦ୍ଧ ରେ ପାଳିତ ହେଲା ବରିଷ୍ଠ ନାଗରିକ ଦିବସ.. 

ବୌଦ୍ଧ:୧୦/୧୦(ନି ପ୍ର) ବୌଦ୍ଧ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗ ପକ୍ଷରୁ ସହର ଟାଉନ ହଲ ଠାରେ ବରିଷ୍ଠ ନାଗରିକ ଦିବସ ପାଳନ ମହାସମାରୋହ ରେ ପାଳିତ ହୋଇଯାଇଛି!  ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ! ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କୁ ଯୋଗ, ପ୍ରାଣାୟାମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା! ପରେ ଏକ ସାଧାରଣ ସଭାଭଅନୁଷ୍ଠିତ ହେବା ସହ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉପଢୌକନ ଦେଇ ସାଂସଦ ଙ୍କ ସମେତ ଅନ୍ୟାନ୍ୟ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ! ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲାପାଳ ଶ୍ରୀ ବିଭୁତି ଭୂଷଣ ନାଏକ, ଏଡିଏମ ଶ୍ରୀ ଅନିରୁଦ୍ଧ ପ୍ରଧାନ,ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ!