ଭାରତରୁ ଫେରି ଅଡୁଆରେ ପୁଟିନ: ରୁଷ ବିରୋଧରେ ବଡ଼ ଷଡ଼ଯନ୍ତ୍ର I

ଭାରତରୁ ଫେରି ଅଡୁଆରେ ପୁଟିନ: ରୁଷ ବିରୋଧରେ ବଡ଼ ଷଡ଼ଯନ୍ତ୍ର I

ଭାରତରୁ ଫେରି ଅଡୁଆରେ ପୁଟିନ: ରୁଷ ବିରୋଧରେ ବଡ଼ ଷଡ଼ଯନ୍ତ୍ର I
ପୁଟିନଙ୍କ ଭାରତ ଗସ୍ତ ପରେ ବଡ଼ ଖବର ଆସିଛି। ଏହାକୁ ରୁଷ ପାଇଁ ଏକ "ଚେତାବନୀ" ଭାବରେ ଦେଖାଯାଉଛି। ମସ୍କୋ ଏହାର କିଭଳି ପ୍ରତିଶୋଧ ନେବ ସେନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱର ଶକ୍ତି ଯୁଦ୍ଧ ଏବେ ନୂତନ ଶିଖରରେ ପହଞ୍ଚିଛିମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ  ଶେଷ ହୋଇଛି।  ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ବିଷୟରେ ଆଲୋଚନା କରିଛନ୍ତି। କିନ୍ତୁ ମସ୍କୋ ଫେରିବା ପରେ ପୁଟିନ ଏକ ବଡ଼ ଝଟକା ପାଇବା ନେଇ ଆଶଙ୍କା କରାଯାଉଛି।