ଭିତରକନିକା ବନାଞ୍ଚଳ ରେ ଏ ଆଇ ଟି ଇ କ୍ୟାମେରା ଟ୍ରାପିଂ ପ୍ରଶିକ୍ଷଣ।

ଭିତରକନିକା ବନାଞ୍ଚଳ ରେ ଏ ଆଇ ଟି ଇ କ୍ୟାମେରା ଟ୍ରାପିଂ ପ୍ରଶିକ୍ଷଣ।

ଭିତରକନିକା ବନାଞ୍ଚଳ ରେ ଏ ଆଇ ଟି ଇ କ୍ୟାମେରା ଟ୍ରାପିଂ ପ୍ରଶିକ୍ଷଣ। ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ଡ ରାଜନଗର ଅଧୀନସ୍ଥ କନିକା ବନାଞ୍ଚଳରେ ଏଆଇଟିଇ (AiTE) ସର୍ଭେ ସମ୍ବନ୍ଧୀୟ କ୍ୟାମେରା ଟ୍ରାପିଂ (Camera Trapping) ସେଟିଂ ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ଭରଦରାଜ ଗାଓଁକର, ସହକାରୀ ବନସଂରକ୍ଷକ ଶ୍ରୀ ମାନସ କୁମାର ଦାସ,ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ପ୍ରଶିକ୍ଷକ ଓ ରାଜନଗର ବନଖଣ୍ଡର ଅନ୍ୟ ବନକର୍ମଚାରୀ ମାନେ ଯୋଗ ଦେଇଥିଲେ। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା