admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 87
admin Sep 11, 2026 4
admin Sep 11, 2026 22
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 35
admin Aug 29, 2026 5
admin May 29, 2026 67
admin May 27, 2026 10
admin May 17, 2026 67
admin Sep 11, 2026 102
admin Sep 10, 2026 164
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ଜିଲ୍ଲା ର ଶ୍ରେଷ୍ଠ ଆଇଆଇସି କହିଲେ ଅତ୍ୟୁକ୍ତି ହେବନି। ଜନସାଧାରଣ ଙ୍କୁ ନ୍ୟାୟ ଓ ସହର ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ବନ୍ଦନା ପାତ୍ର ବହୁ ଆଗରେ ପଟ୍ଟାମୁଣ୍ଡାଇ ୦୮.୦୬.୨୦୨୬ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଯୋଗ ଦେବା ଦିନ ଠାରୁ ପଟ୍ଟାମୁଣ୍ଡାଇ ପୌରପାଳିକା ଅଞ୍ଚଳ ଓ ଆଖପାଖ ପଞ୍ଚାୟତ ରେ ଚୋରି ତ କମିଛି। ଦିନକୁ ଦିନ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଅସାମାଜିକ ଯୁବକ ଙ୍କ ଦୌରତ୍ମ୍ୟା ବଢ଼ିଥିବା ବେଳେ ନୂତନ ଆଇ ଆଇ ସି ଙ୍କ ଯୋଗ ଦାନ ଫଳରେ ଛକଛକରେ ଅସାମାଜିକ ଆଡା ଉପରେ ଚଢ଼ାଉ କରିବା ଦ୍ୱାରା ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଅସାମାଜିକ ଯୁବକ ଙ୍କ ଖରାପ କାର୍ଯ୍ୟକଳାପ କମିବାରେ ଲାଗୁଛି।ଚୋରା ରେ ଵିକୁ ଥିବା ମଦ ବେପାରୀ ଛାନିଆରେ ମଦ ବେପାର ଏକ ପ୍ରକାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଜୋର୍ ରେ ଗାଡ଼ି ଚଳାଇବା , ବାଇକ୍ ରେ ଠୋ ଠା ଶଦ୍ଦ କରିବା , ବିନା ଲାଇସେନ୍ସରେ ଗାଡ଼ି ଚାଲକ ଙ୍କ ଗାଡ଼ି କୁ ଧରି ଥାନା କୁ ଆଣିବା ଦ୍ଵାରା କିଛି ଅସାମାଜିକ ଯୁବକ ଙ୍କ ମନ ରେ କୋକୁଆ ଭୟ ସଂଚାର କରିଛି ।ପଟ୍ଟାମୁଣ୍ଡାଇ ବଜାର ରେ ସବୁ ବେଳେ ଟ୍ରାଫିକ ସମସ୍ୟା ଲାଗି ରହିଥିଲା। ନୂତନ ଥାନା ଅଧିକାରିଣୀ ଙ୍କ ବଜାର ରେ କଡ଼ା କଡ଼ି ପେଟ୍ରୋଲିଙ୍କ କରିବା ଦ୍ୱାରା ପଟ୍ଟାମୁଣ୍ଡାଇ ବଜାର ରେ ଏକ ପ୍ରକାର ଟ୍ରାଫିକ ସମସ୍ୟା ଦୂର ହୋଇଛି କହିଲେ ଅତ୍ୟୁକ୍ତି ହେବନି।, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇ ଆଇ ସି ବନ୍ଦନା ପାତ୍ର ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଦୁଇ ଟି କଲେଜ ର ବହୁ ଛାତ୍ରୀ ଦୂର ଦୁରାନ୍ତରୁ ପଢ଼ିବା କୁ ଆସନ୍ତି ସେମାନେ କଲେଜ ଆସିଲା ବେଳେ କିଛି ଅସାମାଜିକ ଯୁବକ ଲାଇନ୍ ମାରିବା ଦ୍ଵାରା ଛାତ୍ରୀ ଙ୍କ ପାଠପଢ଼ା ରେ ବ୍ୟାଘାତ ହେଉ ଥିଲା ନୂତନ ଅଧିକାରିଣୀ ଙ୍କ , ସବୁ ବେଳେ କଲେଜ ଆଖପାଖ ରେ ପେଟ୍ରୋଲିଂ ଗାଡ଼ି ବୁଲିବା ଦ୍ଵାରା ଛାତ୍ରୀ ମାନେ ବିନା ଆଶଙ୍କା ରେ କଲେଜ ରେ ଅଧ୍ୟୟନ କରୁଛନ୍ତି। କିଛି ଦିନ ତଳେ ପଟ୍ଟାମୁଣ୍ଡାଇ କୋର୍ଟ ପରିସର ରୁ ଚୋରି ହୋଇଥିବା ବାଇକ ଚୋର କୁ ଧରି କୋର୍ଟ ଚାଲାଣ କରିଛନ୍ତି।ଆଦର୍ଶ ଥାନା ର ଆଇଆଇସି ଙ୍କ କାର୍ଯ୍ୟ ରେ ପଟ୍ଟାମୁଣ୍ଡାଇ ବାସୀ ସନ୍ତୁଷ୍ଟ ହେବା ସହିତ ,ଜଣେ ସଚ୍ଚୋଟ ପୋଲିସ ଅଫିସର ଭାବେ ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀ ପାଇ ଥିବାରୁ ବହୁତ୍ ଖୁସି ଅଛନ୍ତି । ପଟ୍ଟାମୁଣ୍ଡାଇ ସହର ରେ ବିଭିନ୍ୟ ପର୍ବ ପର୍ବାଣୀ ରେ କାର୍ଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ସହର ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ଆଇଆଇସି ଙ୍କ ଭୂମିକା ବହୁ ଆଗରେ।ଆଗକୁ ପଞ୍ଚାୟତ ନିର୍ବାଚନ ହେବା ର ଅଛି।ଯଦି ଏହି ପରି ଆଇଆଇସି ଙ୍କୁ ପଞ୍ଚାୟତ ନିର୍ବାଚନ ରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ରେ ରଖାଯାଏ ତାହାହେଲେ ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ବ୍ରଜ ବନ୍ଧୁ ଦାଶ ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ରେ ସମସ୍ତ ଜନସାଧାରଣ ଏହି ପରି ଆଇଆଇସି ପାଇ ଥିବାରୁ ବହୁ ଖୁସି ଅଛନ୍ତି ମହିଳା ମାନେ ନ୍ୟାୟ ପାଇଁ ଥାନା କୁ ଆସିଲେ ମହିଳା ମାନେ କି ପରୀ ନ୍ୟାୟ ପାଇବେ ସେଥି ପାଇଁ ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତି। ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା।
Previous Article
Next Article
admin1
admin1 Jul 11, 2026 9
admin1 Jun 6, 2026 93
admin1 Jul 4, 2026 6
admin Jul 23, 2026 10
admin1 Jul 10, 2026 4
admin1 Jun 11, 2026 12
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 326
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options