ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା

ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ କୃତଜ୍ଞ କହିଲେ ଧର୍ମେନ୍ଦ୍ର 

ସଠିକ୍ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି

ଇସ୍ତଫାପତ୍ରରେ ଲେଖିଲେ ଶିକ୍ଷା ସଂସ୍କାର ପାଇଁ ତାଙ୍କ ସମର୍ପଣ ଭାବ

୪ ଦଶକରୁ ଅଧିକ ସମୟ ଧରି ଶିକ୍ଷା ସଂସ୍କାର ପାଇଁ ସମର୍ପିତ ଥିଲେ

ସମାବେଶୀ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ଆଧାରଶିଳା 

ଦେଶର ଯୁବବର୍ଗଙ୍କ ଆକାଂକ୍ଷା ଓ ଭାବନାକୁ ଗଭୀର ସମ୍ମାନ ଜଣାଉଛି

ମୁଁ ନିଜ ଦାୟିତ୍ଵରୁ କେବେ ହଟିଯିବିନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଯୁବକଯୁବତୀଙ୍କ ଆଶା, ଆକାଂକ୍ଷାକୁ ସମ୍ମାନ ଜଣାଉଛି

କୁଚକ୍ରିଙ୍କ ଫାଶରେ ଯୁବଶକ୍ତିଙ୍କୁ ଫସିବାକୁ ଦେବିନି: ଧର୍ମେନ୍ଦ୍ର

ପ୍ରଜାତନ୍ତ୍ର ଶକ୍ତି ଉପରେ ମୋର ଅତୁଟ ବିଶ୍ବାସ ରହିଛି

ଦେଶ ବିରୋଧୀ ତତ୍ତ୍ବଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବନି

ଛାତ୍ରଛାତ୍ରୀ ସେମାନଙ୍କ ସମୟର ସଠିକ୍ ଉପଯୋଗ କରନ୍ତୁ

ପାଠପଢ଼ାରେ ମନୋନିବେଶ କରନ୍ତୁ, ଭଲ କ୍ୟାରିଅର ଗଢ଼ନ୍ତୁ

ରାଷ୍ଟ୍ରସେବା ଜୀବନର ସର୍ବୋଚ୍ଚ ପ୍ରାଥମିକତା

ପ୍ରଥମ ଦିନରୁ ମୁଁ ମୋ ଉତ୍ତରଦାୟିତ୍ଵ ନେଇଥିଲି

NEET-UG ପୁନଃପରୀକ୍ଷା ସଫଳତାର ସହ ଶେଷ ହେଲା

ଆଗାମୀ ବର୍ଷରୁ CBT ମୋଡ୍‌ରେ ପରୀକ୍ଷା ହେବ