୪ ସୁପାରୀ କିଲର୍ ଗିରଫ...

୪ ସୁପାରୀ କିଲର୍ ଗିରଫ...

*-କଟକ: ସିଡିଏ ଅଂଚଳରୁ ୪ ସୁପାରୀ କିଲର୍ ଗିରଫ*

*-ସେକ୍ଟର-୬ର ଜଣେ ବ୍ୟବସାୟୀଙ୍କୁ ହତ୍ୟା ପାଇଁ କରୁଥିଲେ ଷଡ଼ଯନ୍ତ୍ର*

*-ମର୍କତ ନଗର ପୋଲିସ୍‌ ଦ୍ୱାରା ବାଇକ୍, କାର୍ ଓ ମାରଣାସ୍ତ୍ର ଜବତ*

*-ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଦେଢ଼ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍*

*-ମରଣାନ୍ତକ ଆକ୍ରମଣ ଓ ସୁପାରୀ ପଛରେ ବ୍ୟବସାୟିକ ଶତ୍ରୁତା*