ମହାକାଳପଡ଼ା କଲେଜ ରେ ଆଇନଶୃଙ୍ଖଳା ର ସ୍ଥିତି ଯାଞ୍ଚ କଲେ ଏସ ଡି ପି ଓ ଓ ମହାକାଳପଡା ଆଇଆଇସି ବନ୍ଦନା ପାତ୍ର।

ମହାକାଳପଡ଼ା କଲେଜ ରେ ଆଇନଶୃଙ୍ଖଳା ର ସ୍ଥିତି ଯାଞ୍ଚ କଲେ ଏସ ଡି ପି ଓ ଓ ମହାକାଳପଡା ଆଇଆଇସି ବନ୍ଦନା ପାତ୍ର।

ମହାକାଳପଡ଼ା କଲେଜରେ ଆଇନଶୃଙ୍ଖଳା ସ୍ଥିତି ଯାଞ୍ଚ କଲେ ଏସ୍‌ଡିପିଓ

ମହାକାଳପଡ଼ା: ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ବାୟାବାବା କଲେଜ ପରିଦର୍ଶନ କରି ଆଇନଶୃଙ୍ଖଳା ସ୍ଥିତି ଯାଞ୍ଚ କରିଥିଲେ। ଏଥିସହ କଲେଜ ଅଧ୍ୟକ୍ଷ ଓ ମହାକାଳପଡ଼ା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ କରି ନିର୍ବାଚନ ସମୟରେ ଶାନ୍ତି ବଜାୟ ରଖିବା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ବାଚନକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।ମହାକାଳପଡ଼ା ଆଇଆଇସି ବନ୍ଦନା ପାତ୍ର କଲେଜ ନିର୍ବାଚନ ଉପରେ ତୀକ୍ଷଣ ନଜର ରଖିଛନ୍ତି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା