ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ଲୋକାର୍ପଣ ଓ ଶିଳାନ୍ୟାସ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ଲୋକାର୍ପଣ ଓ ଶିଳାନ୍ୟାସ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ଲୋକାର୍ପଣ ଓ ଶିଳାନ୍ୟାସ ।


   ଜିଲ୍ଲାପାଳ ଙ୍କ ଓସ୍ୱ।ନ କକ୍ଷରେ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ ସମ୍ମାନିୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଇଂ. ଦେବାଶିଷ ପଟ୍ଟନାୟକ , ସମ୍ମାନୀୟ  ନୟାଗଡ଼ ଜିଲ୍ଲା ବିଜେପି ପ୍ରେସିଡେଣ୍ଟ, ତାପସ ରଂଜନ ମାର୍ଥା, ସମ୍ମାନିୟ ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା ବରିଷ୍ଠ ସଦସ୍ୟ ସୁଶାନ୍ତ ପ୍ରଧାନ,ସମ୍ମାନିୟ ଅତିରିକ୍ତ ଜିଲ୍ଲାପାଳ  ରୋଜିନା ଦାସ,ସମ୍ମାନିୟ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଲଗ୍ନଜିତ ରାଉତ ପ୍ରମୁଖ ଯୋଗଦେଇଥିଲେ । ସମସ୍ତ ଅତିଥି ଙ୍କୁ  ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଆର୍ ଟି ଓ ସମ୍ବର୍ଦ୍ଧନା କରିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁବିଧ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ର ଉଦଘାଟନ ସମାରୋହ ରେ 
ଆର୍ ଟି ଓ , ନୟାଗଡ଼, ପ୍ରଶାନ୍ତ କୁମାର ପରିଡ଼ା,ଏ ଆର୍ ଟିଓ  ନୟାଗଡ଼, ସୁଶ୍ରୀ ସୁଧା ପ୍ରିୟଦର୍ଶିନୀ ସାହୁ,ବିଭିନ୍ନ  ଗଣ୍ୟମାନ୍ୟ ବ୍ୟକ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।
ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର l