ଯୁବ ବିଧାୟକ ଡ଼ ଦୃର୍ଗl ପ୍ରସନ୍ନ ନାୟକ ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ନିଯୁକ୍ତି ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି
ଯୁବ ବିଧାୟକ ଡ଼ ଦୃର୍ଗl ପ୍ରସନ୍ନ ନାୟକ ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ନିଯୁକ୍ତି ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି
ଓଡିଶା ବିଧାନ ସଭା ର ଜଣେ ଅଭିଜ୍ଞ ଯୁବ ବିଧାୟକ
କେନ୍ଦ୍ରାପଡ଼ା ମାଟିର ସଂଗ୍ରାମୀ,ଯୁବ ନେତା, ମହାକାଳପଡ଼ା ସମେତ ସମଗ୍ର ଜିଲ୍ଲା ର ଜନମାନସ ର ସୁଯୋଗ୍ୟ ସନ୍ତାନ ମହାକାଳପଡ଼ା ର ବିଧାୟକ ଡ଼ ଦୃର୍ଗl ପ୍ରସନ୍ନ ନାୟକ ଙ୍କୁ, ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଥିବାରୁ, ଓ ଏହି ମନୋନୟନ, ପଛରେ,
ଓଡିଶା ର ଜନ ପ୍ରିୟ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ ଓ ରାଜ୍ୟ ନୂତନ ସରକାର ଗଠନ ର ବିନ୍ଧାଣି ରାଜ୍ୟ ସଭାପତି, ଓ ରାଜ୍ୟ ସଭା ର ବରିଷ୍ଠ ସଭ୍ୟ,ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ର ଜନପ୍ରିୟ ସାଂସଦ, ଜୟ ପଣ୍ଡା, ଜିଲ୍ଲା ସଭାପତି, ଶଶାଙ୍କ ଶେଖର ସେଠୀ, ଙ୍କୁ ବିଭିନ୍ନ ଅନୁଷ୍ଠାନ, ଯୁବ ଛାତ୍ର, କୃଷକ, ମହିଳା, ଓ ବିଭିନ୍ନ ରାଜନୈତିକ, ନେତା, ଶୁଭେଚ୍ଛା ଜଣାଇଛନ୍ତି,
ଏହି, ଅବସରରେ,ଜିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ଓ କଳା ଅନୁଷ୍ଠାନ ଧ୍ରୁବ ଅନ୍ନପୂର୍ଣ୍ଣା, କଳା ପରିଷଦ, ର ସଭାପତି ଯୁବ ସମାଜସେବୀ, ନଳିନୀ କାନ୍ତ ସ୍ୱାଇଁ, ଯୁବ ନେତା ମହାକାଳପଡ଼ା ର ବିଧାୟକ, ବର୍ତମାନ ର, ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ, ଙ୍କୁ ଶୁଭ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି


admin 
