୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା
*-ଢେଙ୍କାନାଳ ହିନ୍ଦୋଳରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟଣା*
*-ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ*
*-ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା*
*-ଶୋକ ପ୍ରକାଶ ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ*


admin 
