ରାଜ  ବୋଡାସମ୍ବରପଦ୍ମପୁରରେ 8ତମ ଧନୁଯାତ୍ରାରେ ଶୁଭାରମ୍ଭ ଓ ରାବଣ ବରଣ  I

ରାଜ  ବୋଡାସମ୍ବରପଦ୍ମପୁରରେ 8ତମ ଧନୁଯାତ୍ରାରେ ଶୁଭାରମ୍ଭ ଓ ରାବଣ ବରଣ  I

ରାଜ  ବୋଡାସମ୍ବରପଦ୍ମପୁରରେ 8ତମ ଧନୁଯାତ୍ରାରେ ଶୁଭାରମ୍ଭ ଓ ରାବଣ ବରଣ  I
 ପଦ୍ମପୁର ଉପଖଣ୍ଡ (କ ପ୍ର ବ୍ୟୁ ନ୍ୟୁ ) ଆଜି ବରଗଡ ଜିଲ୍ଲା ରାଜ ବୋଡାସମ୍ବର ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଗୋଇବାହାଳୀ ଠାରେ ପ୍ରଥମେ ସକାଳେ  ଗ୍ରାମର ଦେବା ଦେବୀଙ୍କୁ ପୂଜା  ଆରମ୍ଭ ହୋଇ ଥିଲା l ଗାଁ ର ବିଶାଳ କଳସ ଶୋଭା ଯାତ୍ରାରେ ମଥୁରା ନଗରୀ  ଶ୍ରୀମତୀ ଫୁଲବେଣୀ ସାହା ଓ ଶ୍ରୀଯୁକ୍ତ ମିନିକେତନ ସାହାଙ୍କୁ କର୍ତ୍ତା ଭାବେ ମନୋନୀତ କରିଥିଲେ l ଏହି ଅବସରରେ ପଲସଦା ଓ କେର୍ମେଳା ବାହାଲ ଗ୍ରାମର ବହୁତ ମହିଳା ପୁରୁଷ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ସାଂସ୍କୃତିକ ଦଳ ଯୋଗ ଦେଇ ଗହଳି କରିଥିଲେ l ନୃସିଂହନାଥ ମନ୍ଦିରରୁ ଆଜ୍ଞl ମାଲ ଆଣି ଥିବା ମୁଖ୍ୟ ସଭ୍ୟ ବିକି, ଧନଞ୍ଜୟ , ସରୋଜ,ସମୀରଙ୍କ ଠାରୁ କର୍ତ୍ତା ଦୁହେଁ ଆଜ୍ଞ୍l ମାଲ ଗ୍ରହଣ କରିବା ପରେ ପୂଜାରମ୍ଭ ହୋଇଥିଲା l ତାପରେ ଶୁଭ ସ୍ତମ୍ଭ ସ୍ଥାପନ  ୨୦୨୬ ପାଇଁ କଳାକାର ତଥା କଂସ ମହାରାଜ ରୂପେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଓ ମନ୍ତ୍ରୀ ରୂପେ ସଚିନ ମାଝୀ କୁ ବରଣ କରାଯାଇଥିଲା l ଏହି ଶୁଭ ଅବସରରେ ପଲସଦା ଓ କେର୍ମେଳା ବାହାଲ ଗ୍ରାମ ପଞ୍ଚାୟତ ସମେତ ବିଭିନ୍ନ ଗ୍ରାମରୁ ଜନ ସାଧାରଣା ଯୋଗ ଦେଇ ଜନ ସମୁଦ୍ର ହୋଇଥିଲା l ପୁଣି ଉପସ୍ଥିତ ଥିଲେ ସଭାପତି ଭୋଜରାଜ ସିଂ ବରିହା ଉପ ସଭାପତି - ହରି ଚରଣ ସାହୁ, ଡିଲେଶ୍ଵର ସାହୁ, ବିଦ୍ୟାବନ୍ତ ବେହେରା, ସମ୍ପାଦକ - ଦୁଷ୍ମନ୍ତ କୁମାର କାଳୁ, ନୀଳାମ୍ବର ତାଣ୍ଡି, ବିଜୟ ସାହୁ, କୋଷାଧକ୍ୟ - ଭୋଜରାଜ ବିଶି,, ପ୍ରଶାନ୍ତ କୁମାର ସାହୁ, ରମେଶ ତାଣ୍ଡି,ମନରଞ୍ଜନ ସାହୁ, ଜିତୁ ଚରଣ ବିଶି, ସୁରେଶ ଲୁହାର, ଜୟ କୃଷ୍ଣ ସାହୁ, ଦୟା ନିଧି ମେହେର, ମହେନ୍ଦ୍ର ସିଂ ବରିହା, ସଂଜୀବ ସାହୁ ,ନରେନ୍ଦ୍ର ସାହୁ, ସମସ୍ତ ଗ୍ରାମ ର ୱର୍ଡମେମ୍ବର ମଥୁରା ନଗରୀ କମିଟି, ଗୋପ ପୁର କମିଟି, ଉପଦେଷ୍ଟା କମିଟି, ଶାନ୍ତି କମିଟି, ପରିଚାଳନା କମିଟି, ଭାବେ ଯୋଗ ଦେଇଥିଲେ l ପୁରୋହିତ ଭାବରେ ସରୋଜ କୁମାର ପାଣିଗ୍ରାହୀ ପୂଜା କରି ଥିଲେ, ପରି ଶେଷ ରେ ସମସ୍ତ ଙ୍କ ପାଇଁ ଅନ୍ନଭୋଗର ସୁବ୍ୟବସ୍ଥା କରାଯାଇଥିଲା l ଲୋକେ ଖୁବ ଆନନ୍ଦିତ ହୋଇଥିଲେ l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋଇଟ