ଜିତିବା_ହାରିବା_ଅଲଗା_କଥା_କିନ୍ତୁ_ଲଢ଼ିବି

ଜିତିବା_ହାରିବା_ଅଲଗା_କଥା_କିନ୍ତୁ_ଲଢ଼ିବି

ଜିତିବା_ହାରିବା_ଅଲଗା_କଥା_କିନ୍ତୁ_ଲଢ଼ିବି* -ନୂଆପଡ଼ା ଉପନିର୍ବାଚନ; ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା -‘ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ନୁହେଁ’ -‘ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, କିନ୍ତୁ ସହମତିରେ ମତେ ପ୍ରାର୍ଥୀ କଲେ’ -ଶ୍ରୀମୟୀ ମିଶ୍ର ଓ ଜୟ ଢୋଲକିଆଙ୍କୁ ସମାଲୋଚନା କଲେ ସ୍ନେହାଙ୍ଗିନୀ -‘ଜୟ ଢୋଲକିଆ ବାପାଙ୍କ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ମୁଣ୍ଡ ବିକ୍ରି କଲେ’ -‘ରାଜୁ ଭାଇ ଢୋଲକିଆଙ୍କ ସହିତ ଲୋକଙ୍କ ଇମୋସନ ଅଛି’ -ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ ମିଳିବନି- ସ୍ନେହାଙ୍ଗିନୀ -‘ଶ୍ରୀମୟୀ ନା ଜାଣେ ନାମୀଦାମୀ ନେତ୍ରୀ ନା ସେ ୱାର୍ଡ ମେମ୍ବର ଜିତିଛନ୍ତି’ -‘କିଏ ଡିଲ୍‌ କଲା ବିଜେପି ସହ ସମସ୍ତେ ଜାଣିଛନ୍ତି’ -‘ବିଜେଡ଼ି କାହା ସହିତ ସାଲିସ୍ କରିନାହିଁ, କଂଗ୍ରେସ ସହ ଆଦିବାସୀ ନାହାନ୍ତି’ -‘ଲମ୍ବୋଦର ନିଆଲ ଦଳ ଛାଡ଼ିବା କୌଣସି ପ୍ରଭାବ ପକାଇବ ନାହିଁ’ -ଜିତିବା ହାରିବା ଅଲଗା କଥା କିନ୍ତୁ ଲଢ଼ିବି- ସ୍ନେହାଙ୍ଗିନୀ ଛୁରିଆ