ରାଜ୍ୟ କ୍ୟାବିନେଟ୍ରେ 6ଟି ପ୍ରସ୍ତାବ ଅନୁମୋଦିତ.
ରାଜ୍ୟ କ୍ୟାବିନେଟ୍ରେ 6ଟି ପ୍ରସ୍ତାବ ଅନୁମୋଦିତ...
- ରାଜ୍ୟ କ୍ୟାବିନେଟ୍ରେ 6ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ପ୍ରେସମିଟ୍ରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
- ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ
- ଆଗରୁ ମାଟ୍ରିକ୍ ଥିଲା, ଏବେ ଗ୍ରାଜୁଏସନ୍ ନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
- ଅବକାରୀ ବିଭାଗ ନିୟମ-2017 ମଧ୍ୟ ସଂଶୋଧନ କଲେ ସରକାର
- ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରି 24 ପଦବୀ ତିଆରି କରାଯିବ
- ଅବକାରୀ କନଷ୍ଟେବଳ ଡିଭିଜନ୍ ବଦଳା ଯାଇ ଜିଲ୍ଲା କ୍ୟାଡର କରାଯାଇଛି
- ଜଳ ସମ୍ପଦ ବିଭାଗର 108 କୋଟିର ବୈତରଣୀ ବାମ ଓ ଡାହାଣ କେନାଲ ହେବ
- ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରର 60 ହଜାର ହେକ୍ଟର ଜମି ଜଳସେଚିତ ହେବ
- ସ୍ଵାସ୍ଥ୍ୟ ବିଭାଗର 108 ସେବା ପାଇଁ ଆଗାମୀ 5 ବର୍ଷ ପାଇଁ 2398 କୋଟି ମଞ୍ଜୁର