ରାଜ୍ୟ ସାମାଜିକ ସମୀକ୍ଷା ୟୁନିଟ ନିର୍ଦେଶକ ଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ସମୀକ୍ଷା ଵୈଠକ.

ରାଜ୍ୟ ସାମାଜିକ ସମୀକ୍ଷା ୟୁନିଟ ନିର୍ଦେଶକ ଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ସମୀକ୍ଷା ଵୈଠକ.

ରାଜ୍ୟ ସାମାଜିକ ସମୀକ୍ଷା ୟୁନିଟ ନିର୍ଦେଶକ ଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ସମୀକ୍ଷା ଵୈଠକ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭା ଗୃହ ରେ ଜିଲ୍ଲା ସୋସିଆଲ ଅଡିଟର ଶ୍ରୀ ଯୁକ୍ତ ମୁତୃଞ୍ଜୟ ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସାମାଜିକ ସମୀକ୍ଷା ର ରିଭୁ ବୈଠକ ରେ ଓଡିଶା ସାମାଜିକ ସମୀକ୍ଷା ୟୁନିଟ ରାଜ୍ୟ ନିଦେର୍ଶକ ଶ୍ରୀ ଯୁକ୍ତ ନିହାର ରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋସିଆଲ ଅଡିଟ ହେଉଥିବା ମନେରେଗା ଯୋଜନା ଠାରୁ ଆରମ୍ଭ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମଗ୍ର ଶିକ୍ଷା ଯୋଜନା ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା ପ୍ରଧାନ ମନ୍ତ୍ରୀ ଆବlସ ଯୋଜନା ଇନ୍ଦରl ଗାନ୍ଧୀ ଭତ୍ତା ଅମୂତସରବର ପ୍ରକଳ୍ପ ଓ ସମସ୍ତ ଲାଇନ ବିଭାଗ ଯଥା ଉଦ୍ୟାନ, ବନ ଓ ମୁତିକା ବିଭାଗ ରେ ହୋଇଥିବା କାର୍ଯ୍ୟ ର ସାମାଜିକ ସମୀକ୍ଷା ଉପରେ ତର୍ଜମା କରାଯାଇଥୁଲା ଆଗାମୀ ଦିନରେ ସାମାଜିକ ସମୀକ୍ଷା ଯେପରି ସବସାଧାରଣ /ହିତାଧିକାରୀ ଯେପରି ଅଧିକ ସଚେତନ ହୋଇପାରିବେ ଏବଂ ନିଜର ଅଧିକାର ଓ ସୁବିଧା ସୁଯୋଗ ସପକରେ ଅଧିକ ଅବଗତ ହୋଇପlରିବେ ସେଥିପାଇଁ 9 ଗୋଟି ବ୍ଲକର ସୋସିଆଲ ଅଡିଟ ସୁବ୍ରତ ସାମଲ ନଳିନୀ କାନ୍ତ ସ୍ୱାଇଁ ଅର୍ଜୁନ ସ୍ୱାଇଁ କମଳା କାନ୍ତ ପଣ୍ଡା ରମାକାନ୍ତ ସ୍ୱାଇଁ ଅନିଲ ଆଚlଯ୍ୟ ଜୟ ପ୍ରକାଶ ପଣ୍ଡା ଅରବିନ୍ଦ ଦାଶ ଦେବରାଜ ସାମଲ ଓ 9ଗୋଟି ବ୍ଲକ ର ଗ୍ରାମ ସାଧନ କର୍ମୀ ଯୋଗ ଦେଇ ଆଲୋଚନା ରେ ଭାଗ ନେବାସହିତ ସୋସିଆଲ ଅଡିଟ ସମୟ ରେ ହେଉ ଥିବା ସମସ୍ୟା ଓ ତାର ପ୍ରତିକାର ପାଇ ସମସ୍ତ ସମୀକ୍ଷ ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏହିକାର୍ଯ୍ୟ କର୍ମ କୁ ଜିଲ୍ଲା ସାମାଜିକ ସମୀକ୍ଷ ଙ୍କ ଅନ୍ୟ ତମ ସହଯୋଗୀ ତଥା ଡାଟା ଅପରେଟର ସରୋଜ କୁମାର ଦାସ ସମୀକ୍ଷା ସଭା ରେ ସହଯୋଗ କରି ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ସୋସିଆଲ ଅଡିଟର ନଳିନୀ କାନ୍ତ ସ୍ୱାଇଁ ରାଜ୍ୟ ୟୁନିଟ ର ନିର୍ଦେଶକ, ଜିଲ୍ଲା ସାମାଜିକ ସମୀକ୍ଷ ଙ୍କ ସମେତ ସମସ୍ତ ବ୍ଲକ ଓ ଗ୍ରାମ ପଂଚାୟତ ସମୀକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସଞ୍ଜୟ କୁମାର ପଣ୍ଡା ଜିଲ୍ଲା ପ୍ରତିନିଧି ବିଶେଷ ଖବର।