ତାଜା ଖବର ରାଜ୍ୟ ରାଜନୀତି ଦେଶ ବିଦେଶ ଖେଳ ଅପରାଧ

ତାଜା ଖବର ରାଜ୍ୟ ରାଜନୀତି ଦେଶ ବିଦେଶ ଖେଳ ଅପରାଧ

ତାଜା ଖବର ରାଜ୍ୟ ରାଜନୀତି ଦେଶ ବିଦେଶ ଖେଳ ଅପରାଧ ମନୋରଞ୍ଜନ ସ୍ବାସ୍ଥ୍ୟ ସ୍ପେଶାଲ୍ ରିପୋର୍ଟ ଭିଡିଓ Authors Ratha Jatra 2025 - LIVE Powered by : ଅପରାଧ ପୁଣି ବିବାଦରେ ଓଡ଼ିଶା ପୁଲିସ; ପଦାକୁ ଆସିଲା ପୁଲିସ ବାବୁଙ୍କ ପରକୀୟାପ୍ରୀତି.... ଶେଷରେ ପ୍ରେମିକା ସହ ସମୟ ବିତାଉଥିବା ବେଳେ ପତ୍ନୀଙ୍କ ହାତରେ ଧରାପଡ଼ିଲେ । ଯାହାକୁ ନେଇ ଏବେ ଛି ଛାକର କରୁଛନ୍ତି ସାଧାରଣ ଜନତା । Raja Rakesh profile image by Raja Rakesh 29 Sep 2025 23:04 IST ପୁଣି ବିବାଦରେ ଓଡ଼ିଶା ପୁଲିସ; ପଦାକୁ ଆସିଲା ପୁଲିସ ବାବୁଙ୍କ ପରକୀୟାପ୍ରୀତି.... କନକ ବ୍ୟୁରୋ: କନେଷ୍ଟବଳ କୀଲର ଦୀପକର କଳାକାହାଣୀ ନେଇ ବିବାଦ ଥମିନଥିବା ବେଳେ ପୁଣି ଓଡ଼ିଶା ପୁଲିସର ଖାକିରେ ଲାଗିଛି ଆଉ ଏକ କଳାଦାଗ । ପ୍ରେମ ପାଇଁ ବିବାହିତ ବୋଲି ଭୁଲିଗଲେ ପୁଲିସ ବାବୁ । ପତ୍ନୀଙ୍କୁ ଧୋକା ଦେଇ ଲୁଚି ଲୁଚି ପ୍ରେମିକା ସହ ଭେଟ କରୁଥିଲେ ପୁଲିସ ବାବୁ । ହେଲେ ଚୋର ଘର ସବୁଦିନ ଅନ୍ଧାର ନଥିବା ଭଳି ବାବୁଙ୍କ ଚୋରା ପୀରତି ବେଶୀଦିନ ଲୁଚି ନଥିଲା । ଶେଷରେ ପ୍ରେମିକା ସହ ସମୟ ବିତାଉଥିବା ବେଳେ ପତ୍ନୀଙ୍କ ହାତରେ ଧରାପଡ଼ିଲେ । ଯାହାକୁ ନେଇ ଏବେ ଛି ଛାକର କରୁଛନ୍ତି ସାଧାରଣ ଜନତା ।