ରାୟଗଡା ଜିଲ୍ଲା ବରିଷ୍ଠ ସମାଜ ସେବୀ ଏଲ୍ କଣ୍ଡା ବାବୁ ଙ୍କ ଦ୍ଵାରା କଲନରା KPL କ୍ରିକେଟ ଟୁର୍ଣ୍ଣାମେଣ୍ଟ.

ରାୟଗଡା ଜିଲ୍ଲା ବରିଷ୍ଠ ସମାଜ ସେବୀ ଏଲ୍ କଣ୍ଡା ବାବୁ ଙ୍କ ଦ୍ଵାରା କଲନରା KPL କ୍ରିକେଟ ଟୁର୍ଣ୍ଣାମେଣ୍ଟ.

 ରାୟଗଡା ଜିଲ୍ଲା ବରିଷ୍ଠ ସମାଜ ସେବୀ ଏଲ୍ କଣ୍ଡା ବାବୁ ଙ୍କ ଦ୍ଵାରା କଲନରା KPL କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ଧୂମ ଧାମରେ ଉଦ୍ଘାଟ. ରାୟଗଡା ଜିଲ୍ଲା କଲନରା ବ୍ଲକ ଆଜି ଚଳ ଚଞ୍ଚଳ ଦେଖିବାକୁ ମିଳିଥିଲା କଲନରା ପ୍ରିମିୟର ଲିକ୍ କ୍ରିକେଟ ଟୁର୍ଣାମେଣ୍ଟ ମହା ଆଡମ୍ବର ସହକାରେ ଏଲ୍‌ କଣ୍ଡା ବାବୁ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା ଏଥିରେ କଣ୍ଡା ବାବୁଙ୍କର ସହ କର୍ମୀ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ ଲୋକ ଦେଖିବାକୁ ମିଳିଥିଲା କଣ୍ଡା ବାହୁ ଜଣେ ରାୟଗଡ଼ା ଜିଲ୍ଲା ର ବରିଷ୍ଠ ସମାଜସେବି ସେ ରାୟଗଡ଼ା ଜିଲ୍ଲାର ଘରେ ଘରେ ସୁ ପରିଚିତ ଦୁଃଖ ସମୟରେ ହେଉ କିମ୍ବା ସୁଖ ସମୟରେ ଶୁଣିଲା ମାତ୍ରେ ସେଠାରେ ପହଞ୍ଚି ଯାଆନ୍ତି ଏଥି ପାଇଁ ରାୟଗଡ଼ା ଜିଲ୍ଲାରେ ଜନସାଧାରଣ ଲୋକ ବହୁତ ପସନ୍ଦ କରନ୍ତି ତାଙ୍କରି ପାଖରେ ସହନ୍ନତା ଏବଂ ସମାଜ ସେବାର ସୁପରିଚିତ ଆଜିର KPL କ୍ରିକେଟ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ଜିତୁ ଭାଇ, ଗିରିଜା ପାତ୍ର(ଆଇନ ପରାମର୍ଶଦାତା), ଗୋପାଳ ଖୁରା, ନୀଳାମ୍ବର ନାୟକ, ଚକ୍ରଧର ବିଡିକା, ଶ୍ରୀନୁ ଭାଇ ଏବଂ କଳନରା KPL କ୍ରିକେଟ ଟିମ୍ ର ସମସ୍ତ ଖେଳାଳୀ ବୃନ୍ଦ ଉପସ୍ଥିତ ଥିଲେ ଶେଷରେ କଳନରା ଗ୍ରାମବାସୀ ବୃନ୍ଦ ବାଦ୍ୟ ବାଜଣା ସହ ପାଛୋଡି ନେଇଥିଲେ ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର