ଶ୍ରୀ ଶ୍ରୀ ଶ୍ରୀ ଭଗବାନ ଧନ୍ମନ୍ତରୀ ଜୟନ୍ତୀ ମହା ଧୁମ ଧାମ ରେ ପାଳିତ.

ଶ୍ରୀ ଶ୍ରୀ ଶ୍ରୀ ଭଗବାନ ଧନ୍ମନ୍ତରୀ ଜୟନ୍ତୀ ମହା ଧୁମ ଧାମ ରେ ପାଳିତ.

ଶ୍ରୀ ଶ୍ରୀ ଶ୍ରୀ ଭଗବାନ ଧନ୍ମନ୍ତରୀ ଜୟନ୍ତୀ ମହା ଧୁମ ଧାମ ରେ ପାଳିତ । Date :-19/10/25 ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ଗିରିଧାରୀ ଚିକିତ୍ସାଳୟ, ଠାରେ ଆଜି ଆୟୁର୍ବେଦିକ ଜଗତର ଶ୍ରେଷ୍ଠ ଭଗବାନ ଶ୍ରୀ ଧନ୍ମନ୍ତରୀ ପୂଜା ସବୁ ବର୍ଷ ପରି ଏ ବର୍ଷ ବି ପୂଜା ମହା ଆଡ୍‌ମ୍ବର ସହକାରେ ପାଳନ କରାଯାଉ ଅଛି ଏହି ପୂଜା 1950ମସିହା ଠାରୁ ଆଜି ପର୍ଯ୍ୟନ୍ତ ଚାଲୁଅଛି ରାୟଗଡା ଜିଲ୍ଲା ଆୟୁର୍ବେଦିକ ସଙ୍ଗଠନର ସଭାପତି କବିରାଜ ଶ୍ରୀ ରାମ କୃଷ୍ଣ ଚୌଧୁରୀ ସମ୍ପାଦକ କବିରାଜ ଶ୍ରୀ ବ୍ରଜରାଜ ସାମନ୍ତରାୟ ଙ୍କ ଆନୁକୂଲ୍ୟରେ ଧନ୍ମନ୍ତରୀ ପୂଜା କରାଯାଉ ଅଛି କୋଣ ଅନୁକୋଣ ରୁ ଆସିଥିବା ବଦ୍ଯ ରାଜ ଉପସ୍ଥିତ ରହି ହୋମ ଯଜ୍ଞ ପାରମ୍ପାରିକ ନୀତି ନିୟାନୁଯାୟୀ ପୂଜା କରାଯାଉଅଛି । ପ୍ରଥମେ ଆୟୁର୍ବେଦ ସଙ୍ଗଠନ ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଭଗବାନ ଶ୍ରୀ ଧନ୍ମନ୍ତରୀ ପତାକା ଉତ୍କଳନ କରାଯାଇଥିଲା ଆଜିର ମୂଖ୍ୟ ଅତିଥି ପଦ୍ମପୁର ସ୍ଵାସ୍ଥ୍ୟ କେନ୍ଦ୍ରର ଡକ୍ଟଟର ଅରୁଣ କୁମାର ମାନସିଂଙ୍ଗ ଏବଂ ଡକ୍ଟର ଶ୍ରୀମତୀ ନମ୍ରତା କର ଉପସ୍ଥିତ ରହି ଭଗବାନ ଶ୍ରୀ ଧନ୍କନ୍ତରୀ ଙ୍କ ପାଦପଦ୍ମେ ପୁଷ୍ୟମାଳ ଅର୍ପଣ କରିଥିଲେ । କୋଣ ଅନୁକୋଣ ରୁ ଆସିଥିବା କବିରାଜ ବଦ୍ୟ ରାଜ ଉପସ୍ଥିତ ଦେଖିବାକୁ ମିଳିଥିଲା କିବିରାଜ ଶ୍ରୀ ଚନ୍ଦ୍ରଶେଖର ସାମନ୍ତରାୟ,ରଘୁ ନାଥ ଦେହରା, ସହଦେବ ବେହରା, ଇଜ୍ଜତ ମଲ୍ଲିଫୁଲ, k ତ୍ରିପତି ରାଓ, ସିମାଞ୍ଚଳ ଗୌଡ଼, ଶେସ ଦେବ ସେନାପତି, ଗଣପତି ପଦକା,ରବିନାରାୟଣ ଗୌତ ଏବଂ ପଦ୍ମପୁର ଅଞ୍ଚଳର ବୁଦ୍ଧୀଜୀବୀ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶେଷରେ କବିରାଜ ଶ୍ରୀ ରୁଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରି ଆଜିର କାର୍ଯ୍ୟକ୍ରମ ଟି ସଂପୂର୍ଣ୍ଣ କରାଯାଇଥିଲା ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା