Editor Dec 13, 2025 4
Editor Dec 13, 2025 3
Editor Dec 13, 2025 2
Editor Nov 1, 2025 8
Editor Nov 1, 2025 5
Editor Oct 5, 2025 7
Editor Oct 4, 2025 11
Editor Sep 30, 2025 6
Editor Nov 3, 2025 12
Editor Oct 31, 2025 2
Editor Oct 31, 2025 4
Editor Sep 6, 2025 6
Editor Sep 17, 2025 24
Editor May 20, 2025 5
Editor Nov 9, 2024 17
Editor Oct 12, 2024 9
Editor Oct 12, 2024 6
Editor Feb 1, 2025 10
Editor Jan 27, 2025 19
Editor Jan 26, 2025 18
Editor Nov 8, 2024 11
Editor Oct 18, 2024 16
Editor Mar 30, 2025 117
Editor Mar 27, 2025 8
Editor Mar 27, 2025 62
Editor Mar 24, 2025 130
Editor Mar 21, 2025 22
Editor Apr 6, 2025 35
Editor Feb 3, 2024 19
Join our subscribers list to get the latest news, updates and special offers directly in your inbox
ରାଜନୀତି
ଶ୍ରୀଲଙ୍କାରେ ଓଡିଶା ପର୍ଯ୍ୟଟନର ପ୍ରଚାରରେ ଓଡିଆ ଯୁବକ ବାରିପଦା ତା 8/10 ସମଗ୍ର ଓଡିଶାକୁ ଗୌରବାନ୍ବିତ କରିବା ଭଳି କାର୍ଯ୍ୟ କରିଛନ୍ତି ଦୁଇ ଓଡିଆ ଯୁବକ. ଭାରତ ବାହାରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ବୁଲିଆସିବା ନିମନ୍ତେ ସପ୍ତାହ ବ୍ୟାପୀ କ୍ୟାମ୍ପେନ ଚଳାଇଛନ୍ତି ଦୁଇ ଓଡିଆ ଯୁବକ କୁମାରେଶ ନାୟକ ଓ ନିହାର ରଞ୍ଜନ ନନ୍ଦ. ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ଏହି ଯୁବକ ଦ୍ବୟ ଶ୍ରୀଲଙ୍କା ବୁଲିଯିବା ସହ ସେଠାରେ ସପ୍ତାହ ବ୍ୟାପୀ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ, ଗଲ୍ , ମିରିସା, ମଟାରା, ୱେଲାୱାୟା, ଏଲା, ନାନୁୱାୟା, ନୁଆରା ଏଲିୟା, ବୁଦ୍ଧଦେବଙ୍କ ଦାନ୍ତର ଅବଶେଷ ରହିଥିବା ଐତିହାସିକ ସହର କେଣ୍ଡି, ଡମ୍ବୁଲା, ରାବଣ ରାଜ୍ୟର ଅବଶେଷ ରହିଥିବା ସହର ସିଗିରିଆ, ଲାୟନ୍ସ ରକ୍ ଆଦି ଅଞ୍ଚଳରେ ହାତରେ ଓଡିଶା ପର୍ଯ୍ୟଟନର ବ୍ୟାନର ଧରି ପ୍ରଚାର କରିବା ସହ ସିଂହଳୀ ବ୍ୟତୀତ ସ୍ବିଜରଲ୍ୟାଣ୍ଡ, ଦକ୍ଷିଣକୋରିଆ, ନ୍ୟୁଜିଲାଣ୍ଡ, ରୁଷ୍, ଜାପାନ, ଇଂଲଣ୍ଡ ଆଦି ଦେଶର ପର୍ଯ୍ୟଟକ ମାନଙ୍କ ସହ ଆଲୋଚନା କରିବା ସମୟରେ ଶ୍ରୀଲଙ୍କାକୁ କଳିଙ୍ଗ ରାଜ୍ୟ ପ୍ରଦାନ କରିଥିବା ବୁଦ୍ଧଦେବଙ୍କ ଦାନ୍ତର ଅବଶେଷ, ଓଡିଶାରେ ରହିଥିବା ଶତାଧିକ ବୌଦ୍ଧ ଭଗ୍ନାବଶେଷ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, ରଥଯାତ୍ରା, ଏସିଆର ସବୁଠାରୁ ବଡ ଲବଣାକ୍ତ ହ୍ରଦ ଚିଲିକା, ଶିମିଳିପାଳ ଜୈବମଣ୍ଡଳରେ ରହିଥିବା ଶତାଧିକ ଜଳପ୍ରପାତ, ବିରଳତମ ମେଲାନିଷ୍ଟିକ ବାଘ, ବରେହିପାଣି ଜଳପ୍ରପାତ ଓ ଅନ୍ୟାନ୍ୟ ସ୍ଥାନ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିବା ସହ ଏହି ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଜନ୍ମମାଟି ଓଡିଶା ତଥା ମୟୂରଭଞ୍ଜ ବୁଲିଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି. ଦୁଇ ଓଡିଆ ଯୁବକଙ୍କୁ ଏପରି କରୁଥିବାର ଦେଖି ବିଭିନ୍ନ ଦେଶର ପର୍ଯ୍ୟଟକ ଉତ୍ସାହିତ କରିବା ସହ ଓଡିଶାର ନୌବାଣିଜ୍ୟର ଇତିହାସ, ସମୃଦ୍ଧ ମନ୍ଦିର ନିର୍ମାଣ ଶୈଳୀ କୋଣାର୍କ ଆଦି ବୁଲିଆସିବେ ବୋଲି କହିଥିବା ଏହି ଦୁଇ ଯୁବକଙ୍କୁ ବେଶ ଉତ୍ସାହିତ କରିଛି. ପୂର୍ବରୁ ମଧ୍ୟ ଏହି ଯୁବକ ମାନେ ଓଡିଶା ବାହାରେ ଭାରତର ବିଭିନ୍ନ ରାଜ୍ୟରେ ଓଡିଶା ଓ ମୟୂରଭଞ୍ଜ ପର୍ଯ୍ୟଟନକୁ ଦୀର୍ଘ ବର୍ଷ ଧରି ପ୍ରଚାର କରିଛନ୍ତି.
Previous Article
Next Article
Editor
Editor Nov 24, 2025 3
Editor Oct 22, 2025 4
Editor Apr 22, 2025 50
Editor Sep 16, 2025 54
Editor Jun 3, 2025 4
Editor Sep 21, 2025 3
Editor Nov 28, 2025 317
Editor Nov 16, 2025 211
Editor Nov 27, 2025 204
Editor Dec 7, 2025 198
Editor Nov 15, 2025 187
Editor Sep 28, 2025 36
Editor Sep 12, 2025 16
Editor Sep 11, 2025 17
Editor Sep 8, 2025 11
Editor Sep 2, 2025 37
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 17
View Options