ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଆକ୍ସନ

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଆକ୍ସନ

*-୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ*

*-ସରକାରୀ ଜମିରେ ଗଞ୍ଜେଇ ଚାଷ ରୋକିବାକୁ ଚିଠି*

*-ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ଚିଠି*

*-କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ*

*-ତହସିଲଦାର, ଅତିରିକ୍ତ ତହସିଲଦାର, RIଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ*

*-ଗଞ୍ଜେଇ ଚାଷ ଚିହ୍ନଟ ହେଲେ ଥାନା, STF କିମ୍ବା ANTFକୁ ଜଣାଇବେ*

*-ଗଞ୍ଜେଇ ମାଫିଆଙ୍କୁ ସହଯୋଗ କଲେ ଅଧିକାରୀଙ୍କ ବିରୋଧରେ ହେବ ଆକ୍ସନ*