କାଳବୈଶାଖୀରେ ଉଡ଼ିଗଲା ରାବଣ ମୁଣ୍ଡ..
*-ଦଶପଲ୍ଲାରେ କାଳବୈଶାଖୀର ତାଣ୍ଡବ; ଉଡ଼ିଗଲା ରାବଣ ମୁଣ୍ଡ*
*-ଲଙ୍କାପୋଡ଼ି ଯାତ୍ରା ପାଇଁ ନିର୍ମିତ ରାବଣ ମୁଣ୍ଡ ଭାଙ୍ଗି ଉଡ଼ିଗଲା*
*-ରାସ୍ତା ଉପରେ ଲାଇଟ୍ ଗେଟ୍ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ*
*-ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ଯାତାୟାତ ପ୍ରଭାବିତ*


admin 
