ପୁରୀରେ ଟ୍ରେନ୍‌ ଇଞ୍ଜିନ୍‌ ଲାଇନଚ୍ୟୁତ

ପୁରୀରେ ଟ୍ରେନ୍‌ ଇଞ୍ଜିନ୍‌ ଲାଇନଚ୍ୟୁତ

*-ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ*

*-ପୁରୀ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ଇଞ୍ଜିନ ଲାଇନଚ୍ୟୁତ*

*-ଟ୍ରେନ୍ ଷ୍ଟେସନରେ ପ୍ରବେଶ ବେଳେ ୩ ନଂ ପ୍ଲାଟଫର୍ମ ନିକଟରେ ଅଘଟଣ*

*-ଟ୍ରେନ୍ ଧୀର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ*

*-ଟ୍ରେନ୍‌ରେ ଥିବା କୌଣସି ଯାତ୍ରୀ ଆହତ ହୋଇନାହାନ୍ତି*

*-ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ*

*-ଅନ୍ୟ କୌଣସି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇନାହିଁ*