ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.
ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: --- ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହା ଉପରେ ଉଭୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକଙ୍କ ନଜର ରହିଛି । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ରମା ଓ ପୃଥିବୀ ଏକ ସରଳରେଖାରେ ରହିବେ । ମାତ୍ର ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଅନ୍ୟ କିଛି ଦେଶରେ ଏହି ପରାଗ ଦୃଶ୍ୟମାନ ହେବ । ଧାର୍ମିକ ମାନ୍ୟତାନୁସାରେ ପରାଗ ଓ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ । ଫଳରେ ଲୋକେ ଏହି ସମୟରେ ପୂଜାପାଠ, ଦାନ ନକରିବା ସହ ମନ୍ତ୍ର ଜପ କରି ଥାନ୍ତି ।



