*ସେବାୟତଙ୍କ ବିବାଦରୁ ବନ୍ଦ ରହିଲା ଚାପ*
*-ପୁରୀ: ସେବାୟତଙ୍କ ବିବାଦ; ବନ୍ଦ ରହିଲା ମହାପ୍ରଭୁଙ୍କ ଚାପଖେଳ*
*-ସୁଦୁ ସୁଆର ଓ ସିଂହାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଚାପ ଖେଳ ବନ୍ଦ*
*-ଡଙ୍ଗାରେ ଚଢିବାକୁ ନେଇ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ*
*-ବିଳମ୍ବିତ ରାତି ଯାଏ ସମାଧାନ ପ୍ରୟାସ କରି ଜିଲ୍ଲାପାଳ ବିଫଳ*


admin 
