ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ

ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ

ମାମଲାର ବିଚାରକରି ଅତିରକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିଦ୍ୟାଧର ପୃଷ୍ଟି ଗୌଡପାଟଣା ଗ୍ରାମର ପ୍ରମୋଦ ପଲାଇ ଓ ମିନତୀ ପଲାଇ ଙ୍କୁ ୧୦ (ଦଶ) ବଷ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କାରାଦ । ଜୋରିମାନା ଅନା ଥନାଦେଯ ପି ସି ରେ ୬ ମାସ ସଶ୍ରମ ସଶ୍ରମ କାରାଦଣ୍ଡ ଓ ଦଫା ୩୨୩ ଆଇ କରିଛନ୍ତି | ଜୋରିମାନା ଅନାଦେୟ କ୍ଷେତ୍ରରେ ଦୋଷୀକୁ ଅଧିକ ଆଇ ପି ସି ସେ ରେ ଏକ ମାସ ଅଶ୍ରମ ପରିବାରକୁ ୧୫ ହଜାର ଟଙ୍କା ଦେବେ ଅଦାଲତ ପ୍ରମୋଦ ପଳାଇ ଓ ମିନତୀ ରେ ଦଣ୍ଡିତ କରିବା ସହ କୋଟିଏ ଦୋଷୀକୁ ଅଧିକ ୧ ବର୍ଷ କ୍ଷେତ୍ରରେ ଓ ୫୦୦ ଟଙ୍କା ଦଣ୍ଡି ଚାରାଦଣ୍ଡ ଦଣ୍ଡିତ ११४९ ଏକ ମାସ ସଶ୍ରମ କାରାଦଣ୍ଡ ଓ ଦଫା ପ୍ରମିଳା ମହାରଣା ଙ୍କ ପ୍ରମାଣ ଆଧାର ରରେ ଇ ପି ସି ରେ ଦୋଷୀ ସାବ୍ୟସ୍ତ କରିଛନ୍ତି I ରାଦଣ୍ଡ ଓ ଜୋରିମାନା ଆକାରରେ ରେ ମୃତ ଲି ଉଲ୍ଲେଖ କରିଛନ୍ତି । ୩୬ ଜଣ ସାକ୍ଷ୍ୟ ଓ କାରାଦ ବୋଲି ପଳାଇ ଦଫା ଆଇ

ଅଭିଯୋଗକାରୀ ମଇ ଖ ୨୦୨୦ ସକାଳ ତାଙ୍କ ଦୋକାନ ମଇ ମାସ ୫ ୫ ତାରିଖ ୩୦ ଘଟିକା ସମୟରେ ତ 1ଳ ୭ଟା ପାଖରେ ବସିଥ୍ ବସିଥିଲେ ଆସାମୀ ରରେ ପ୍ରମୋଦ ପଲାଇ ଅ ଆସି ଧନ ଧମକ କହିଲା ଜାଗା କେବେ ମାପ ହେବ ଉତ୍ତର ରାଗରେ ଉତ୍ୟକ୍ତ ହୋ ଅଭିଯୋଗକାରୀ କହି ଗା ମାପ ହିଲେ ଲକ ହୋଇ କଡାଉନ ସରୁ ଜାଗା ଆସା ସାମୀ ପ୍ର ସମୟରେ ପ ହେବ ଏହା ଶୁଣ ଆସାମ ଅଭିଯୋଗକାରୀଙ୍କ ଗାଲରେ ଏକ ଚାପୁଡା ମାରି ପଳାଇଲା ଅଭିଯୋଗକାରୀ ଓ ତାଙ୍କ ସାନ ଭାଇବୋହୁ ଯାଇ ନେ କିଛି ନ ବୁଝି ଅଭିଯୋଗକାରୀଙ୍କର ପ୍ରମୋଦ ପଲାଇ ର ଝିଅ ଓ ସ୍ତ୍ରୀ କୁ ଜଣାଇଲେ କରୁ ସେମାନେ ଭାଇବୋହୁ ର ଚୁ ର ଚୁଟିଘୋଷାଡି ମାରଧର କରିଥିଲେ | ସେହି ଦିନ ସକାଳ ୮ ଘଟିକା ସମୟରେ ନବକିଶୋର ମହାରଣା ସାଇକେଲ ରେ ଯାଉଥିବା ଲାଇ ଜୋରଜବରଦସ୍ତ ତାଙ୍କ ସମୟ ମୟରେ ତାଙ୍କୁ ଆସାମ ସାମୀ ପ୍ରମୋଦ ପଲାଇ ସାଇକେଲ କୁ ଟାଣି ତାଙ୍କୁ ଙ୍କୁ ତଳେ ପକାଇଦେଲା ଆସାମୀ ର ସ୍ତ୍ରୀ ମିନା ପଲାଇ ଏକ କାଠ ଫାଳିଆ ଆଣି ନବକି ଦେବାରୁ ସେଥ୍ରେ ଆସାମୀ ସେଥ୍‌ରେ ନିଶୋର ମୁଣ୍ଡ ଣ୍ଡ କୁ ଏ ପ୍ରହାର ଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇ ଏକ ଶକ୍ତ ପ୍ରବଳ ରକ୍ତ ସ୍ରାବ ହେଲା ଅଭିଯୋଗକାରୀ ଚିତ୍କାର କରିବାରୁ ତାଙ୍କ ସ୍ତ୍ରୀ ପ୍ରମିଳା ଆସି ତାଙ୍କୁ ଉଦ୍ଧାର କରିବା ଆସାମୀ ପ୍ରମିଳା ମହାରଣ ରଣା ଙ୍କ ମୁଣ୍ଡରେ ମଧ୍ଯ ସେହି କାଠ ଠଫାଳିଆ ରେ ପ୍ରହାର କରିଥିଲେ| ପ୍ରମିଳା ଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତ ସ୍ରାବ ହେବାରୁ ସେ ବେହୋସ ହେଇ ପଡ଼ିଗଲେ | ପରେ ତାଙ୍କୁ ଆଳି ମେଡ଼ିକାଲ ଓ କେନ୍ଦ୍ରାପଡ଼ା ଓ ତାପରେ ପ୍ରମିଳା ଙ୍କ ଅବସ୍ଥା ସ୍ଥା ଗୁରୁତର ହେବାରୁ ତାଙ୍କୁ କଟ ାଙ୍କୁ କଟକ ଶ୍ବସ୍ତିକ ମେଡ଼ିକାଲ କୁ ସ୍ଥାନାନ୍ତର କରାଗଲା | ପରେ ପ୍ରମିଳା ଙ୍କ କୌଣସି ଉନ୍ନତି ଘଟିନଥିଲା ଅର୍ଥାଭାବ ଯୋଗୁ ତା-୦୬/୦୫/୨୦୨୦ ରିଖରେ ପ୍ରମିଳାଙ୍କୁ ଆଣିବା ବା ବାଟରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଆଳି ମେଡ଼ିକାଲ ନେଇଆସିଲେ ଏବଂ ଆଳି ଡାକ୍ତର ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେ ନେଇ ପ୍ରମିଳ ପ୍ରମିଳାଙ୍କ ଦିଅର ଭାବଗ୍ରାହୀ ମହାରଣା ଆଳି ଥାନାରେ ଅଭିଯୋଗ କରିଥିଲେ ଓ ଆଳି ଥାନା କେସ ନମ୍ ନମ୍ବର୮୮/୨ १०१० ରେ ମାମଲା ରୁଜୁ ହୋଇଥିଲା। ଏସ. ଆଇ ସୌମ୍ୟରଂଜନ ପାଣିଗ୍ରାହୀ ଓ ଇନ୍ସପେକ୍ଟର ସଲିଳ କୁମାର ପ୍ରଧାନ ଏହାର ତଦନ୍ତ କରିଥିଲେ । ରେ ତଳେ 90

ଏହି ମାମଲାକୁ ଡେପୁଟି ଡ଼ାରେକ୍ଟର ପ୍ରସିକୁସନ, କେନ୍ଦ୍ରାପଡ଼ା ବିରେନ କୁମାର ପଣ୍ଡା ପ୍ରତ୍ୟକ୍ଷ ତ‌ତ୍ବାବଧନରେ ସରକାରଙ୍କ ତରଫରୁ କ୍ୟାଡ଼ର ଅଡିସନାଲ ପିପି ସରୋଜ କୁମାର ମଲ୍ଲିକ ଓ ଭବାନୀ ଶଙ୍କର ପଣ୍ଡା ମାମଲା ପରିଚାଳନା କରିଥିଲେ ।