*ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍...*
*- କଳାହାଣ୍ଡି: ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ*
*- ଧର୍ମଗଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବର*
*- ଆୟବହିର୍ଭୂତ୍ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ*
*- ଏକ କାଳୀନ ୬ ଗୋଟି ଜାଗାରେ ଚାଲିଛି ରେଡ*
*- ଭବାନୀପାଟଣା ସରକାରୀ ବାସ ଭବନରେ ଭିଜିଲାନ୍ସର ତନାଘନା*
*- ନିଜ ପୈତୃକ ଘର ଓ ଅନ୍ୟ ଜାଗାରେ ଚାଲିଛି ଚଢ଼ାଉ*
*- ଚଢ଼ାଉରେ କଳାହାଣ୍ଡି ,କୋରାପୁଟ ଓ କଟକ ଭିଜିଲାନ୍ସ ବିଭାଗ ସାମିଲ*


admin 
