ହରିପୁର ଗ୍ରାମରେ ଜମିବାଡ଼ି ବିବାଦ ରୁ ମାନସ ଜେନା ଙ୍କ ଆକ୍ରମଣ ରେ କୋଦଲ ଚୁଟ ରେ କମଳା ସେଠି ଙ୍କର ମୃତ୍ୟୁହୋଇଛି
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଜମିବାଡ଼ି ବିବାଦ ରୁ ମାନସ ଜେନା ଙ୍କ ଆକ୍ରମଣ ରେ କୋଦଲ ଚୁଟ ରେ କମଳା ସେଠି ଙ୍କର ମୃତ୍ୟୁହୋଇଛି ଓତୁଳସୀ ସେଠି ର ମା ମଥାରେ ଗଭୀର ଆଘାତ ଯୋଗୁଁ SCB ହସ୍ପିଟାଲ ରେ ଚିକିତ୍ସା ହେଉଛି ଏବଂ ଗମ୍ଭୀର ଓ ଗୁରୁତର ହୋଇଛି,ତୁଳସୀ ସେଠୀ ର ଅଭିଯୋଗ ମୂଳେ ଖଇରା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି, ମାମଲା ନମ୍ବର 123/2026 ଅଟେ, ଉକ୍ତ ମାମଲାରେ ଚାରିଜଣ ଆସାମୀ ରହିଛନ୍ତି ଓ ଅନେକ ଵ୍ୟକ୍ତି ଉପସ୍ଥିତ ରହିଛନ୍ତି ଭିଡିଓ ରୁ ସପ୍ସଟ ହେଉଛି, ସାଧରଣ ରେ ଦାବୀ ହେଉଛି ଆସମୀଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ, ପୋଲିସ ତଦନ୍ତ ଜାରିରଖିଛି.
ପୋଲିସ ଅଭିଯୋଗ ମୂଳେ ତଦନ୍ତ ଜାରି ରଖିଛି, ଘଟଣା ର ଆସାମୀଙ୍କୁ ଗିରଫ ନିମିତ୍ତ ବାଲେଶ୍ୱର ଜିଲ୍ଲାର ଆରକ୍ଷୀଅଧିକ୍ଷକ ଆଇନଗତ ପଦକ୍ଷେପ ନେବାକୁ ସାରକୋଣ ଗାଁ ର ଗାଁ ଲୋକ ଦାବୀ କରୁଛନ୍ତି.


admin 
