ହଷ୍ଟେଲ୍‌ରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ହଷ୍ଟେଲ୍‌ରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

*ଆଉ ଜଣେ ଛାତ୍ରୀ କଟକ ସ୍ଥାନାନ୍ତର..*

*-ବାରିପଦା: ହଷ୍ଟେଲ୍‌ରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା*

*-ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଉ ଜଣେ ଛାତ୍ରୀ କଟକ SCB ସ୍ଥାନାନ୍ତର*

*-ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର*

*-ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲରେ ଘଟିଥିଲା ଅଘଟଣ*

*-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲ୍‌କୁ ଯାଇ ତଦନ୍ତ କରୁଛନ୍ତି କେନ୍ଦ୍ରାଞ୍ଚଳ RDC*