*ବଗି ଛାଡ଼ି ପଳାଇଲା ଇଞ୍ଜିନ୍*
*-ବଲାଙ୍ଗିର: ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ*
*-ପୁରୁଣାକଟକ-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସର ବଗି ଛାଡ଼ି ଗଲା ଇଞ୍ଜିନ୍*
*-ବଲାଙ୍ଗିରରୁ ଛାଡ଼ିବା ପରେ ସୁଦପଡ଼ା ରେଲୱେ ଫାଟକ ନିକଟରେ ଛାଡ଼ି ପଳାଇଲା*
*-୩୦ ମିନିଟ ପରେ ଇଞ୍ଜିନ ଫେରି ବଗିକୁ ଧରି ଭୁବନେଶ୍ବର ଫେରିଲା*


admin 
