୫_ଜିଲ୍ଲାକୁ_ଅରେଞ୍ଜ_ଆଲର୍ଟ.

*୫_ଜିଲ୍ଲାକୁ_ଅରେଞ୍ଜ_ଆଲର୍ଟ.* *-ଆସନ୍ତା ୨ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା* *-ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ.* *-କୁଆପଥର ମାଡ଼ ସହ କାଳବୈଶାଖୀ ନେଇ ଚେତାବନୀ.* *-ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଗଜପତି ଜିଲ୍ଲାକୁ ୱାର୍ଣ୍ଣିଂ.

୫_ଜିଲ୍ଲାକୁ_ଅରେଞ୍ଜ_ଆଲର୍ଟ.