ଅସୁରକ୍ଷିତ ପରିବେଶ ରେ ଛାତ୍ରଛାତ୍ରୀ !
*ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ମହୁ ମାଛି ଫେଣା। ଯଦି କେହି ମହୁ ମାଛିର ଫେଣାକୁ ଛାତ୍ର କିମ୍ବା କେହି ବି ମଜାକ୍ ରେ ଯଦି ଟେକା ମାଡ଼ କରିଦିଏ ନଚେତ୍ ଅସାବଧାନତାରେ କୌଣସି ବସ୍ତୁ ଟିକିଏ ବାଜିଗଲେ ବିରାଟ ଅସୁବିଧା ଉପୁଜିପାରେ। ସହ ସହ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ l ଯଦି କିଛି ଅଘଟଣ ଘଟେ ତାହା ହେଲେ ସ୍କୁଲ କର୍ତ୍ତୁପକ୍ଷ ଦାୟୀ ରହିବେ ତ ? ଏତେ ବଡ ଅବ୍ୟବସ୍ଥା ଜାଣି ଶୁଣି ଅଜଣା ନା ଛାତ୍ର ଛାତ୍ରୀଙ୍କ କିଛି ଅଘଟଣ ଘଟିଲେ ହିଁ ସ୍କୁଲ ପ୍ରସାଶନର ନିଦ ଭାଙ୍ଗିବ ତାହା ଏବେ ବଡ଼ ପ୍ରଶ୍ନ ?*


admin 
