ଆଜିଠୁ ସେସେଲ୍ସ ଗସ୍ତରେ ମୋଦି.

ଆଜିଠୁ ସେସେଲ୍ସ ଗସ୍ତରେ ମୋଦି.

*ଆଜିଠୁ ସେସେଲ୍ସ ଗସ୍ତରେ ମୋଦି...* *- ଆଜିଠୁ ୩ ଦିନିଆ ସେସେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି* *- ଦେଶର ଜାତୀୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ହେବେ* *- ସମାରୋହରେ ଗୌରବ ବଢ଼ାଇବେ ଭାରତୀୟ ନୌସେନା* *- ସେସେଲ୍ସ ସଂସଦକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି* *- ରାଷ୍ଟ୍ରପତି ହର୍ମିନିଙ୍କ ସହ ମୋଦି କରିବେ ଦ୍ୱିପାକ୍ଷିକ ଆଲୋଚନା*