ନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

ନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

*-ପିସିସି ସଭାପତିଙ୍କ ମେଣ୍ଟ ଆକଳନକୁ ପରୋକ୍ଷରେ ସମର୍ଥନ କଲେ ଦେବୀ ମିଶ୍ର*

*-‘ସମ୍ଭାବନା ସବୁ କ୍ଷେତ୍ରରେ ରହିଛି , ବିଭିନ୍ନ ବିଷୟରେ ଥାଏ’*

*-'ପିସିସି ସଭାପତି ଯଦି କହିଛନ୍ତି , ତାହାଲେ କିଛି ଅନୁଧ୍ୟାନ କରି କହିଥିବେ'*

*-‘ପରିସ୍ଥିତିକୁ ଦେଖି ରାଜ୍ୟ ସ୍ବାର୍ଥ ଅନୁସାରେ ନବୀନ ବାବୁ ନିଷ୍ପତ୍ତି ନେବେ’*