ଆଜି ଯଆଁରା ବାରିମୂଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗରାମ ଗ୍ରାମର ପ୍ରଫୁଲଦାସ (ପପୁଆ)ନାମକ 32 ବର୍ଷିୟ ଯୁବକ ସେହି ଯଅଁରା ବାରିମୂଳ ପଞ୍ଚାୟତର ବାଘର ମଠ ନିକଟରେ ମଇଁଷି ଚରାଉଥିବା ବେଳେx ବଜ୍ରପାତରେ ଜୀବନ ହରାଇଛନ୍ତି ।

ଆଜି ଯଆଁରା ବାରିମୂଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗରାମ ଗ୍ରାମର ପ୍ରଫୁଲଦାସ (ପପୁଆ)ନାମକ 32 ବର୍ଷିୟ ଯୁବକ ସେହି ଯଅଁରା ବାରିମୂଳ ପଞ୍ଚାୟତର ବାଘର ମଠ ନିକଟରେ ମଇଁଷି ଚରାଉଥିବା ବେଳେx ବଜ୍ରପାତରେ ଜୀବନ ହରାଇଛନ୍ତି ।

ଆଜି ଯଆଁରା ବାରିମୂଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗରାମ ଗ୍ରାମର ପ୍ରଫୁଲଦାସ (ପପୁଆ)ନାମକ 32 ବର୍ଷିୟ ଯୁବକ ସେହି ଯଅଁରା ବାରିମୂଳ ପଞ୍ଚାୟତର ବାଘର ମଠ ନିକଟରେ ମଇଁଷି ଚରାଉଥିବା ବେଳେx ବଜ୍ରପାତରେ ଜୀବନ ହରାଇଛନ୍ତି । ଯୁବକ ଜଣକ ଗୋପାଳ ସମ୍ପ୍ରଦାୟର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି, ବାପାଙ୍କର ଗୋଟିଏ ପୁଅ ଘରେ ତାଙ୍କର ବାପା, ସ୍ତ୍ରୀ ଏବଂ ଗୋଟିଏ ପୁଅ ଦୁଇ ଭଉଣୀ ଅଛନ୍ତି, ତେଣୁ ଏଭଳି ଏକ ଦୁଃଖଦ ଏବଂ ହୃଦୟ ବିଦାରକ ଘଟଣା ପାଇଁ ପଞ୍ଚାୟତବାସୀ । ସରପଞ୍ଚ, ୱାଡମେମ୍ବର ଗଭୀର ଦୁଃଖ ଦ ପ୍ରକାଶ କରିବା ସହିତ ଉକ୍ତ ପରିବାରକୁ ସରକାରୀ ସ୍ତରୀୟ ସମସ୍ତ ସାହାଯ୍ୟ ସୁଯୋଗ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଅନୁଦାନ ପାଇଁ ଅନୁରୋଧ ଜଣାଇଛନ୍ତି ସ୍ୱୟଂ ପ୍ରଭା ମିଶ୍ରଙ୍କ ରିପୋଟ ବିଶେଷ ଖବର