ଖସିଲା ତେଲ,ବଢ଼ିଲା ସୁନା*

ଖସିଲା ତେଲ,ବଢ଼ିଲା ସୁନା*

*ଖସିଲା ତେଲ,ବଢ଼ିଲା ସୁନା* -ଇରାନ-ଆମେରିକା ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ତୈଳ ଦର -ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର -ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର ୮୪ ଡଲାରକୁ ଖସିଲା -ବୃଦ୍ଧି ପାଇଛି ସୁନା ଓ ରୁପା ଦର, ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ସୁନା -୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ଟଙ୍କାକୁ ବୃଦ୍ଧି -୧ କେଜି ରୁପା ଦର ୨ ଲକ୍ଷ ୮୦ ହଜାର ଟଙ୍କା ଛୁଇଁଲା