ସୌମ୍ୟ ହତ୍ୟା NHRCର ଛାନ୍ଭିନ୍ ଜାରି
ସୌମ୍ୟ ହତ୍ୟା NHRCର ଛାନ୍ଭିନ୍ ଜାରି
-ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ଘଟଣା
-ଆଜି ଦ୍ୱିତୀୟ ଦିନରେ NHRC ଟିମ୍ର ଛାନ୍ଭିନ୍ ଜାରି
-ଆଜି NHRC ଟିମ୍ କ୍ରାଇମ ସ୍ପଟ ଓ ସୌମ୍ୟଙ୍କ ଗାଁକୁ ଯିବ
-କାଲି ବାଲିଅନ୍ତାର ପୂର୍ବତନ ଥାନାଧିକାରୀଙ୍କୁ ଜେରା କରିଥିଲା ଟିମ୍
-GRPର SRPଙ୍କୁ ମଧ୍ୟ ପଚରା ଉଚରା କରିଥିଲା ଟିମ୍
-ମୃତ ସୌମ୍ୟଙ୍କ ସର୍ଭିସ ରେକର୍ଡ ବୁକ ମଧ୍ୟ ଯାଞ୍ଚ କରାଯାଇଥିଲା


admin1 
