ଇନଷ୍ଟାଗ୍ରାମରେ_ସକ୍ରିୟ_ରହିବାକୁ_ମୋଦିଙ୍କ_ପରାମର୍ଶ

ଇନଷ୍ଟାଗ୍ରାମରେ_ସକ୍ରିୟ_ରହିବାକୁ_ମୋଦିଙ୍କ_ପରାମର୍ଶ

-କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ

-ଇନଷ୍ଟାଗ୍ରାମରେ ସକ୍ରିୟ ରହିବାକୁ ମୋଦି ପରାମର୍ଶ ଦେଇଥିବା ସୂଚନା

-କେତେଜଣ ମନ୍ତ୍ରୀ ଇନଷ୍ଟାରେ ସକ୍ରିୟ ଅଛନ୍ତି ବୋଲି ପ୍ରଶ୍ନ କଲେ ମୋଦି

-ଯୁବବର୍ଗ ଇନଷ୍ଟାରେ ସକ୍ରିୟ, ଆମକୁ ବି ଇନଷ୍ଟାରେ ଯୋଡ଼ି ହେବା ଜରୁରୀ

-ପ୍ରତ୍ୟେକ ମନ୍ତ୍ରୀ ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ରିଲ୍‌ ପୋଷ୍ଟ କରନ୍ତୁ

-ଯୁବବର୍ଗଙ୍କ ସହ ଆଲୋଚନା ନିହାତି ଜରୁରୀ- ମୋଦି