ଝଲସିଲା ରାମଲାଲଙ୍କ ତିଲକ..

ଝଲସିଲା ରାମଲାଲଙ୍କ ତିଲକ..

*ଝଲସିଲା ରାମଲାଲଙ୍କ ତିଲକ...*

*- ପବିତ୍ର ରାମ ନବମୀ: ଉତ୍ସବ ମୁଖର ଅଯୋଧ୍ୟା*

*- ରାମଲାଲଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ*

*- ସୂର୍ଯକିରଣରେ ଝଲସିଲା ରାମଲାଲଙ୍କ ତିଲକ*

*- ଭକ୍ତ ଦେଖିଲେ ଦିବ୍ୟ ସୂର୍ଯ୍ୟ ତିଳକ ସମୟର ଅଦ୍ଭୂତପୂର୍ବ ଦୃଶ୍ୟ*

*- ରାମ ନାମରେ ପ୍ରକମ୍ପିତ ହେଉଛି ପୂରା ଅଯୋଧ୍ୟା ନଗରୀ*