ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ କଲେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁ।

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ କଲେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁ।

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ କଲେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁ। ଆଜିର ରକ୍ତଦାନକୁ ମିଶାଇ ୧୩ଥର ରକ୍ତଦାନ କରିସାରିଲେଣି ଶ୍ରୀଯୁକ୍ତ ସ୍ବାଇଁ। ବିଭିନ୍ନ ସମୟରେ ରକ୍ତ ଅଭାବରେ ଥିବା ଅସହାୟଙ୍କୁ ରକ୍ତଦାନ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ଏହି ଯୁବ ଅଧିକାରୀ।

ବିଶେଷ ଖବର ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟଦାଶ