ବେଗୁନିଆକୁ ମୁଖ୍ୟମନ୍ତ୍ରୀଙ୍କ ୩୬ଟି ପ୍ରକଳ୍ପ ଭେଟି
*-ବେଗୁନିଆରେ ୩୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ*
*-୪୦ ହଜାର ୮୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ*
*-‘୫୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ’*
*-ଓଡ଼ିଶାରେ ଶିଳ୍ପ ସମୃଦ୍ଧିର ଲକ୍ଷ୍ୟ ପୂରଣ ହେଉଛି: ମୁଖ୍ୟମନ୍ତ୍ରୀ*
*-‘ଶିଳ୍ପ କ୍ଷେତ୍ରରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ଓଡ଼ିଶା’*


admin 
