admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 105
admin Sep 11, 2026 4
admin Sep 11, 2026 22
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 47
admin Aug 29, 2026 6
admin May 29, 2026 68
admin May 27, 2026 11
admin May 17, 2026 67
admin Sep 11, 2026 104
admin Sep 10, 2026 169
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
କଡିଙ୍ଗା ମାଳି ସମ୍ପ୍ରସାରଣ ନିମନ୍ତେ ଆଜି ରାୟଗଡା ଠାରେ ଜନ ଶୁଣାଣି ଅନୁଷ୍ଠିତ l ......................................... କାଶୀପୁର, 21/6/2026( ସୁରେଶ କୁମାର କୁମ୍ଭାର )ରାୟଗଡା ଜିଲ୍ଲା ଓ କୋରାପୁଟ ଜିଲ୍ଲା ସୀମାନ୍ତ ବର୍ତ୍ତୀ କଡିଙ୍ଗା ମାଳି ଠାରୁ ୩ମିଳିୟନ ଟନ ରୁ ୬ ମିଲିୟନ ଟନ ବକ୍ସାଇଟ ଖଣି ଉତ୍ତାଳନ ବୃଦ୍ଧି କୁ ନେଇ ଓଡିଶା ଖଣି ବିଭାଗ ପକ୍ଷରୁ ରାୟଗଡା ଠାରେ ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ନେଇ ଏକ ଜନଶୁଣା ଅନୁଷ୍ଠିତ ହେଇଯାଇଛି। ଓଡିଶା ଖଣି ବିଭାଗ ପକ୍ଷରୁ ପ୍ରବନ୍ଧକ ବିଭୀଷଣ ମାଝୀ, ଓଡିଶା ପ୍ରଦ୍ୟୁଷଣ ବିଭାଗ ପ୍ରବନ୍ଧକ ଓ ରାୟଗଡା ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ପ୍ରମୁଖ ଉପସ୍ଥିତ ରେ କାର୍ଯ୍ୟକ୍ରମ ରେ ପ୍ରଭାବିତ ଗ୍ରାମବାସୀ ଯୋଗ ଦେଇଥିଲେ l ଏଥିରେ ରାୟଗଡା ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତାକୁ ୩.୬ ମିଲିୟନ ଟନରୁ ୬ ମିଲିୟନ ଟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଆଜି ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଅଶୋକ ଭୋଇ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ସମତେ ଓ ଏମ ସି ର ଅଧିକାରୀମାନେ ଉପସ୍ଥିତ ରହିଥିଲେ। କୋଡୀଙ୍ଗା ମାଳି ପ୍ରଭାବିତ ଅଞ୍ଚଳର କାଶୀପୁର ବ୍ଲକ ର ଦୁଇଟି ପଞ୍ଚାୟତ ଯଥା - ବାଙ୍କାମ୍ବା ଓ ପୁଡାପାଡ଼ି ପ୍ରାୟ ୧୦୦୦ରୁ ଉର୍ଦ୍ଧ ଲୋକ ସମ୍ପୂର୍ଣ ୩. ୬ ମୀଲିୟନ ରୁ ୬ ମୀଲିୟନ ସମ୍ପ୍ରସାରଣ ପାଇଁ ସମ୍ପୂର୍ଣ ଭାବେ ରାଜି ଅଛନ୍ତି। ମତାମତ ସମସ୍ୟା ଶୁଣିବା ସହିତ ସେଗୁଡ଼ିକୁ ଲିଖିତ ଆକାରରେ ଗ୍ରହଣ କରିଥିଲେ ପ୍ରଶାସନ। ଜନଶୁଣାଣିରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ବାସିନ୍ଦାମାନେ ବକ୍ସାଇଟ ଖଣିର ସମ୍ପ୍ରସାରଣ ବଦଳ ରେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ, ରାସ୍ତା ଘାଟ ର ଉନ୍ନତି କରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା,ସୋଲାର ଭଳି କିଛି ମୌଳିକ ସୁବିଧା ଭଳି ନ୍ୟାର୍ଯ୍ୟ ଦାବି ଉପସ୍ଥାପନା କରିଥିବା ଦେଖିବାକୁ ମିଳିଥିବାବେଳେ ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବା ସହ ଅଞ୍ଚଳର ସାମଗ୍ରିକ ଉନ୍ନତି ସମ୍ଭବ ବୋଲି ଉପସ୍ଥିତ ଜନସାଧାରଣ ସମ୍ମୁଖରେ ଯୁକ୍ତି ରଖିଥିଲେ। ଜନଶୁଣାଣି ସମୟରେ ଉପସ୍ଥାପିତ ସମସ୍ତ ମତାମତ ଓ ଅଭିଯୋଗର ଭିଡିଓଗ୍ରାଫି ସବୁ କୁ ବିଭାଗ ପକ୍ଷରୁ କରାଯାଇଥିଲା। ଏହି ସମସ୍ତ ତଥ୍ୟ ଓ ରିପୋର୍ଟ ସଂଗ୍ରହ କରି ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି।
Previous Article
Next Article
admin1
admin1 Jun 9, 2026 5
admin1 Jun 12, 2026 5
admin May 21, 2026 4
admin Jul 27, 2026 12
admin1 Jul 2, 2026 3
admin1 Jun 17, 2026 135
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options