କପିଳଝରି ଖଣି ର ତିନୋଟି କ୍ରସର ନାମରେ ମକଦମା
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲ୍ଲାରୁ ଏସପି ଶ୍ରୀଯୁକ୍ତ ପ୍ରଦିଉତ୍ସ ଦିବାକର ଙ୍କ ନିର୍ଦ୍ଧେଶ ରେ ଗତ 18/3/2026 ରିଖ ବୁଧବାର ଦିନ ସମୟ 12 ଟା 30 ରୁ 2ଟା 30 ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଶାରୀଶୁଆ ବନ୍ଦ ନଟା କପିଳଝରି ଖଣି ର ଚୋରା ଖଣି ଅଂଚଳ ବଗେଇପୁର ଓ ହାଣ୍ଡିଆ ହାଟ ରେ ଅଚାନକ ଯୁଗ୍ମ ରେଡ ହୋଇ ଛି, ଉକ୍ତ ରେଡ ରେ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଏସପି ନିରଞ୍ଜନ ବେହେରା, ଏସଡିପିଓ ସଦର, ଚାରିଜଣ ଇନସପେକଟର ଓ ପୋଲିସ ଫୋର୍ସ ଏବଂ ଖଇରା ତହସିଲଦାର ରଶ୍ମୀ ରଞ୍ଜନ ହୋତା, ଜୁନିଅର ମାଇନିଂ ଅଧିକାରୀ ଖଇରା ପ୍ରମୁଖ ସାମିଲ ଥିଲେ, ଏଥିରେ ବଗେଇପୁର ଖଣି ଅଂଚଳ ରୁ ଦୁଇଟି ଡମ୍ଫର ଓ ତିନୋଟି ପ୍ରକିଲିନ, ହାଣ୍ଡିଆ ହାଟ ଖଣି ଅଂଚଳ ରୁ ଦୁଇଟି ପ୍ରକିଲିନ ଓ ତିନୋଟି କ୍ରସର ନମ୍ବର 1= ଜଗବଳିଆ କ୍ରସର କଇଥ ଗଡିଆ, 2= ସୁଦର୍ଶନ କ୍ରସର କଦଳୀ ଗଡିଆ, 3= ରାଧାଶ୍ୟାମ ଷ୍ଟୋନ କ୍ରସର କଦଳୀ ଗଡିଆ କୁ ସିଲ କରିଥିଲେ ଓ କେସ ନମ୍ବର 62,63,64 ମୂଳେ ଖଇରା ଥାନା ଅଧିକାରୀ ଶ୍ରୀଯୁକ୍ତ ଜନ ପଟନାୟକ ତଦନ୍ତ ଭାର ଗ୍ରହଣ କରିଛନ୍ତି, ଚୋରା ବେଆଇନ ବ୍ଲାଷ୍ଟିଙ୍ଗ ପଥର ରଖିବା, ଓ ସହଯୋଗ କରିବା ଚୋରୀକୁ ଧରା ରେ ମକଦମା ରୋଜ ହୋଇଛି, ଉକ୍ତ ଖଣି ଅଂଚଳ ରେ ଚୋରି ରୋକିବା କୁ ସଵଡିଭିଜନ କମିଟି ରହିଛି, ଏଥିରେ ଏସଡିପିଓ ନୀଳଗିରି ସଭ୍ୟ, ତହସିଲଦାର ଖଇରା ସଭ୍ୟ, IIC ଖଇରା ସଭ୍ୟ, ଜୁନିଅର ମାଇନିଂ ଅଧିକାରୀ ସଭ୍ୟ ରହିଥିବାସ୍ଥଳେ କେମିତି ହେଉଥିଲା ଚୋରି, ସାଧରଣ ରେ ପ୍ରଶ୍ନ?
ମାତ୍ର ତିନୋଟି କ୍ରସର ନାମରେ ମକଦମା ହୋଇଛି, ଆଜି ସନ୍ଧ୍ୟା 5.30 ରେ ଖଇରା IIC ଶ୍ରୀଯୁକ୍ତ ଜନ ପଟନାୟକ ଏକ ପ୍ରେସ ମିଟି କରି ଏସବୁ ତଥ୍ୟ ରଖିଛନ୍ତି, ଏଥିରେ ଖଣି ଅଂଚଳ ର ସମସ୍ତ କ୍ରସର ମାଲିକ ଅଂଶ ଗ୍ରହଣ କରିଛନ୍ତି, ଓ ବ୍ଲକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଅଛନ୍ତି, ପୂର୍ବରୁ ହୋଇଥିବା ସ୍ପଟ ଅକ୍ସନ ଅନିୟମିତତା ହୋଇଛି ବୋଲି ଏସଡିପିଓ ନୀଳଗିରି ସ୍ପଷ୍ଟ ମତ ରଖିଛନ୍ତି, ମାଇନିଂ ଅଧିକାରୀ ଶ୍ରୀ ଅଭିଷେକ ବେହେରା ପୂର୍ବ ଅକ୍ସନ କରିଥିବା କୁ ଗଣମାଧ୍ୟମ ପ୍ରତିନିଧି ବିରୋଧ କରିବା ସହିତ ଅନିୟମିତତା ହେବାକଥା କହିଥିଲେ ଓ ଏପରି କଥା ଯୁକ୍ତି ଜାରି ରହିଥିଲା, ପରେ ଏସଡିପିଓ ନୀଳଗିରି କହିଥିଲେକି ଜିଲ୍ଲାପାଳ ଗତ କାଲି ସ୍ପଟଅକ୍ସନ କୁ ବାତିଲ କରିଛନ୍ତି, ଓ 19/3/202


admin 
